Browsing Tag

police dg

ଗ୍ରାଉଣ୍ଡରେ ପହଞ୍ଚି ମାଓ ଦମନ ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି ସୁନୀଲ ବଂଶଲ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ପୋଲିସର ମାଓ ଦମନ ଅପରେସନ । ଗ୍ରାଉଣ୍ଡରେ ପହଞ୍ଚି ମାଓ ଦମନ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ। ପ୍ରଥମେ କୋରାପୁଟ ଗସ୍ତ କରିଥିଲେ ଡିଜିପି। ସୁନାବେଡା ହେଲିପ୍ୟାଡରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ବିଏସଏଫ ଅଧିକାରୀଙ୍କ ସହ ମାଓ ଦମନ…

ମାଓ ଅପରେସନ ବେଳେ ଗୁରୁତର ସ୍ପେଶାଲ୍‌ ଇଣ୍ଟେଲିଜେନ୍ସ ଓ୍ଵିଙ୍ଗ ଡିଏସପି ଅତୁଲ କୃଷ୍ଣ ଦାସ, ଭୁବନେଶ୍ୱର ଏମ୍‌ସରେ…

କେନ୍ୟୁଜ୍(ବ୍ୟୁରୋ): କଳାହାଣ୍ଡି ଜିଲ୍ଲାରେ ମାଓ ଅପରେସନ ବେଳେ ଗୁରୁତର ସ୍ପେଶାଲ୍‌ ଇଣ୍ଟେଲିଜେନ୍ସ ଓ୍ଵିଙ୍ଗ ଡିଏସପି ଅତୁଲ କୃଷ୍ଣ ଦାସଙ୍କୁ ଭୁବନେଶ୍ୱର ଏମ୍‌ସରେ ଭେଟିଲେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡିଜିପି । ତାଙ୍କୁ ଚିକିତ୍ସା କରୁଥିବା…

ବ୍ରଜରାଜନଗର: କ୍ରାଇମ ସ୍ପଟରେ ପୋଲିସ ଡିଜି, ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି ସ୍ଥିତି

ଝାରସୁଗୁଡ଼ା (କେନ୍ୟୁଜ): କ୍ରାଇମ୍‌ ସ୍ପଟ୍‌ରେ ପୋଲିସ ଡିଜି । ଆଜି ଘଟଣାସ୍ଥଳକୁ ଯାଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କ୍ରାଇମ ସ୍ପଟ୍‌ ବ୍ରଜରାଜନଗର ଗାନ୍ଧି ଛକକୁ ଯାଇଛନ୍ତି ପୋଲିସ ଡିଜି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି…

ନବ ଦାସଙ୍କ ହତ୍ୟାକାଣ୍ଡର ୬ ଦିନ ପରେ ମୁହଁ ଖୋଲିଲେ ପୋଲିସ ଡିଜି, କହିଲେ ସ୍ୱଚ୍ଛତାର ସହ ଚାଲିଛି ତଦନ୍ତ

କେନ୍ୟୁଜ୍(ବ୍ୟୁରୋ): ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ଅତି ସ୍ୱଚ୍ଛତାର ସହ ତଦନ୍ତ ଚାଲିଛି । ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ ଆଗେଇବ । ହତ୍ୟାକାଣ୍ଡର ପ୍ରଥମ ଦିନରୁ ହିଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ କୁମାର ବଂଶଲ । ମାମଲାରେ…

ଯେଉଁମାନେ ଆଇନ ଭଙ୍ଗ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ: ନୂଆ ବର୍ଷରେ ପୋଲିସ ଡିଜିଙ୍କ…

କେନ୍ୟୁଜ୍(ବ୍ୟୁରୋ):ନୂଆବର୍ଷରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି । ନୂଆବର୍ଷରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପୋଲିସ ଜନସାଧାରଣଙ୍କୁ କିପରି ଉତ୍ତମ ସେବା ଯୋଗାଇବା ପାଇଁ ଉଦ୍ୟମ ଜାରି ରଖିବ ବୋଲି କହିଛନ୍ତି ।…

ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବୋରୋଟାରୀର ନୂତନ ବିଲଡ଼ିଂ ଉଦ୍‌ଘାଟନ କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ଅପରାଧି ବିଧି ବିଜ୍ଞାନଗାର ବା ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବୋରୋଟାରୀର ନୂତନ ବିଲଡ଼ିଂ ଉଦ୍‌ଘାଟିତ। ପୋଲିସ ଡିଜି ଅଭୟ ଏହାକୁ ଉଦ୍‌ଘାଟନ କରିଛନ୍ତି। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ସହାୟକ ହେବ। ତଦନ୍ତ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟ…

ଦିନିକିଆ ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର (କେନ୍ୟୁଜ): ଆଜି ବଲାଙ୍ଗୀର ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ । ମାଓ ସମସ୍ୟା ନେଇ ଆଲୋଚନା କରିବେ ପୋଲିସ ମହାନିର୍ଦ୍ଦେଶକ ଅଭୟ। ବଲାଙ୍ଗୀର ମନହାରପୁର ପୋଲିସ ପଡିଆରେ ପହଁଞ୍ଚି ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି। ଗତ ୧ ତାରିଖରେ କ୍ୟାଡ଼ର ମାଓ ସୁରୁଜନ…

ଡ୍ରଗ୍ସ କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓଡ଼ିଶା ପୋଲିସ୍ : ପୋଲିସ ଡିଜି

ଭୁବନେଶ୍ବର: ଡ୍ରଗ୍ସ କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓଡ଼ିଶା ପୋଲିସ୍ । ଏହି ଦାୟିତ୍ୱ ସ୍ପେଶାଲ ଟାସ୍କ ଫୋର୍ସକୁ ନ୍ୟାସ୍ତ କରାଯାଇଛି । ଏସଟିଏଫକୁ ଅଧିକ ସଦୃଢ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟ ସରକାର ଏସଟିଏଫରେ ନୂଆ ୨୭ଟି ପଦବୀ ମଞ୍ଜୁର କରିଛନ୍ତି ।…

ମାଓବାଦୀଙ୍କୁ ଡିଜିପିଙ୍କ ଆହ୍ଵାନ, ଆତ୍ମସମର୍ପଣ କଲେ ମିଳିବ ମାଗଣା ଚିକିତ୍ସା

କେନ୍ୟୁଜ୍(ବ୍ୟୁରୋ): ମାଓବାଦୀଙ୍କୁ ଡିଜିପିଙ୍କ ଆହ୍ଵାନ । କରୋନା ଆକ୍ରାନ୍ତ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ଵାନ କଲେ ପୋଲିସ ଡିଜି ଅଭୟ । ଆତ୍ମସମର୍ପଣ କଲେ ସେମାନଙ୍କୁ ମାଗଣା ଚିକିତ୍ସା କରାଯିବ । ସରେଣ୍ଡର ପଲିସି ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ମାଲକାନଗିରି, ସୁନାବେଡ଼ା…

ବ୍ରହ୍ମପୁରରେ ପୋଲିସ ଡିଜି, ଦକ୍ଷିଣାଞ୍ଚଳରେ କୋଭିଡ୍‌ ସ୍ଥିତି ନେଇ କରିଛନ୍ତି ସମୀକ୍ଷା

ବ୍ରହ୍ମପୁର: ବ୍ରହ୍ମପୁରରେ ପୋଲିସ ଡିଜି । ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳରେ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ଏହାସହ ଗିରିସୋଲା ଚେକ ପୋଷ୍ଟରେ ପୋଲିସ କାର୍ଯ୍ୟର ତଦାରଖ କରିଛନ୍ତି ଡିଜିପି । କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।…

ମହାମାରୀ ସମୟରେ ଲୋକ ସରକାରଙ୍କ ନିୟମ ନମାନି ଚଳୁଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି: ଡିଜିପି

କେନ୍ୟୁଜ୍(ବ୍ୟୁରୋ):  ବଢୁଛି କୋଭିଡ ସଂକ୍ରମଣ। କିଛି ଅମାନିଆଙ୍କ ପାଇଁ ସ୍ଥିତି ବେଶୀ ବିଗୁଡୁଛି। ଏନେଇ ସମସ୍ତଙ୍କୁ କୋଭିଡ ନିୟମ କଡାକଡ଼ି ପାଳନ କରିବାକୁ ପୋଲିସ ଡିଜି ଅଭୟ ନିିବେଦନ କରିଛନ୍ତି। ମାସ୍କ ନପିନ୍ଧିବା, ସାମାଜିକ ଦୂରତା ଉଲ୍ଲଙ୍ଘନ ନେଇ ଏପ୍ରିଲ ମାସରେ ଦେଢଲକ୍ଷ ଲୋକଙ୍କ ଠାରୁ…

ମହିଳା ଦିବସରେ ଶହେ ମହିଳା IICଙ୍କ ଫଟୋ ଟ୍ଵିଟ କରି ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ

କେନ୍ୟୁଜ୍(ବ୍ୟୁରୋ):  ଅନ୍ତର୍ଜାତୀୟ ମହିଳା ଦିବସରେ ଶହେ ମହିଳା IICଙ୍କ ଫଟୋ ଟ୍ଵିଟ କରି ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ । ବିଭିନ୍ନ ଥାନାରେ ଆଇଆଇସି ଓ ଏସଏଚଓ ଭାବେ ଶହେରୁ ଅଧିକ ମହିଳା ପୋଲିସ ଅଫିସର କାର୍ଯ୍ୟ କରୁଛନ୍ତି । ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଆମେ କୃତଜ୍ଞ ।…