Browsing Tag

police dg

ଗଞ୍ଜେଇ ଚାଷ ଓ  ଚୋରାଚାଲାଣ ଧରିବାରେ କୋରାପୁଟ ଜିଲ୍ଲାକୁ ମିଳିଛି ଉଲ୍ଲେଖନୀୟ ସଫଳତା: ପୋଲିସ ଡିଜି ଅଭୟ

କୋରାପୁଟ(କେ ନ୍ୟୁଜ): ମାଓ ଦମନରେ ଓଡିଶା ପୋଲିସକୁ ମିଳିଛି ବଡ଼ ସଫଳତା । ବିଶେଷ କରି ଦକ୍ଷିଣ ପଶ୍ଚିମାଚଳ ରେଞ୍ଜ ମାଲକାନଗିରିରେ ମିଳିଛି ଅଧିକ ସଫଳତା । ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚୋରାଚାଲାଣରେ କୋରାପୁଟ ଜିଲ୍ଲାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାାପକ କରାଯିବ…

ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି, ଗୁରା ସେତୁରେ ବିଏସଏଫ କ୍ୟାମ୍ପ କଲେ ପରିଦର୍ଶନ

ମାଲକାନଗିରି: ମାଲକାନଗିରିରେ ପୋଲିସ ଡିଜି ଅଭୟ । ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଗୁରା ସେତୁରେ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି ଡିଜି । ଏହାସହ ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସ୍କୁଲ, ଅଙ୍ଗନବାଡି ଓ ରାସ୍ତା ପାଇଁ ଗାଁଲୋକ ଦାବି…

ବାର୍ଷିକ ୩୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, କୋରାପୁଟ ଜିଲ୍ଲାରୁ ସର୍ବାଧିକ: ଡିଜି ଅଭୟ

ଭୁବନେଶ୍ବର: କୋରାପୁଟ ଜିଲ୍ଲାରୁ ସର୍ବାଧିକ ଗଞ୍ଜେଇ ଜବତ। ଗତ ୧୦ ବର୍ଷରେ ବାର୍ଷିକ ୩୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ୫ ବର୍ଷ ଭିତରେ ବାର୍ଷିକ ୪୧୪କ୍ୱିଣ୍ଟାଲ ଗଞ୍ଜେଇ ଓ ଚଳିତ ସେପ୍ଟେମ୍ବର ସୁଦ୍ଧା ୧ହଜାରରୁ ଊର୍ଦ୍ଧ୍ୱ କ୍ୱିଣ୍ଟାଲ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ…

କରୋନାକୁ ହରାଇଲେ ଓଡ଼ିଶା ପୋଲିସର ୯୫ଜଣ ଯୋଦ୍ଧା, ଟ୍ଵିଟ୍‌ କରି ସୂଚନା ଦେଲେ ଡିଜି ଅଭୟ

ଭୁବନେଶ୍ବର: କରୋନାକୁ ହରାଇଲେ କୋଭିଡ୍‌ ଯୋଦ୍ଧା । ଓଡ଼ିଶା ପୋଲିସର ୯୫ଜଣ ଯୋଦ୍ଧା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ଲାଭ ପରେ ସେମାନେ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏନେଇ ପୋଲିସ ଡିଜି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ରିଏଲ ଲାଇଫ୍‌ର ହିରୋମାନଙ୍କର କାର୍ଯ୍ୟରେ ନିଷ୍ଠା ଓ…

ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ଡିଜି ଅଭୟ, ଯାଞ୍ଚ ବ୍ୟବସ୍ଥା ଆହୁରି କଡ଼ାକଡ଼ି…

ବାଲେଶ୍ୱର : ବାଲେଶ୍ୱରରେ ପୋଲିସ ଡିଜି ଅଭୟ । ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତନଖି ଫାଟକରେ ଯାଞ୍ଚକୁ କଡ଼ାକଡ଼ି କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିଛନ୍ତି ଡିଜିପି ଅଭୟ । ଲକଡାଉନ…

ପଶ୍ଚିମବଙ୍ଗ ସୀମାକୁ ଯିବେ ପୋଲିସ ଡିଜି: ଲକ୍‌ଡାଉନ୍‌ ଓ କରୋନା ସ୍ଥିତିର କରିବେ ସମୀକ୍ଷା

ବାଲେଶ୍ୱର: ବାଲେଶ୍ୱରରେ ପୋଲିସ ଡିଜି ଅଭୟ । ବାଲେଶ୍ୱରରେ ଲକ୍‌ଡାଉନ୍‌ ଓ କରୋନା ସ୍ଥିତିର ସମୀକ୍ଷା କରୁଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ପଶ୍ଚିମବଙ୍ଗ ସୀମାକୁ ଯିବେ ପୋଲିସ ଡିଜି । ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରୁ କରୋନା ପଜିଟିଭ୍‌ ଚିହ୍ନଟ କିଛି…

କୋରାପୁଟ୍‌ରେ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି, ବିଭିନ୍ନ ଅଧିକାରୀ ଓ ଯବାନଙ୍କ ସହ କଲେ ଆଲୋଚନା

କୋରାପୁଟ: କୋରାପୁଟରେ ପୋଲିସ ଡିଜି ଅଭୟ । ଜିଲ୍ଲାରେ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । କୋରାପୁଟ ବିଏସ୍‌ଏଫ୍‌ ସେକ୍ଟର ଗ୍ରାଉଣ୍ଡରେ ପହଞ୍ଚିବା ପରେ ସଦର ଥାନା ପରିଦର୍ଶନ କରିଥିଲେ । ଡିଜିଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ, କୋରାପୁଟ ଏସ୍‌ପି…

ଯାଜପୁରରେ ଓଡିଶା ପୋଲିସ ଡିଜି ଶ୍ରୀ ଅଭୟ, ଜିଲ୍ଲାରେ ଜାରି ହୋଇଥିବା ସଟଡାଉନ ସହ ଲକଡାଉନର କଲେ ସମୀକ୍ଷା

ଯାଜପୁର (କେନ୍ୟୁଜ): ଯାଜପୁର ଗସ୍ତରେ ଓଡିଶା ପୋଲିସ ଡିଜି ଶ୍ରୀ ଅଭୟ। ଆଜି ପୋଲିସ ଡିଜି ପାଣିକୋଇଲି ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାର ବିଭିନ ଅଂଚଳରେ ଜାରି ହୋଇଥିବା ସଟଡାଉନ ଓ ଲକଡାଉନର ସମୀକ୍ଷା କରିଥିଲେ। ଏଥିସହ ପୋଲିସ ହେଲ୍ପ ଲାଇନ ୧୦୦ କାର୍ଯ୍ୟକ୍ଷମ…

ମାଲକାନଗିରି ପରେ କୋରାପୁଟ ଗସ୍ତ କଲେ ଡିଜି ଅଭୟ, ମାଓ ଦମନ ନେଇ ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):  ଲାଲଗଡ଼ରେ ପୋଲିସ ଡିଜି । ଗତକାଲି ମାଲକାନଗିରି ଗସ୍ତ କରିଥିବା ବେଳେ ଆଜି କୋରାପୁଟ ଗସ୍ତ କରିଛି ଡିଜି ଅଭୟ । ବରିଷ୍ଠ ଅଧିକାରୀଙ୍କ ସହ ମାଓ ଦମନ ନେଇ ଆଲୋଚନା କରିଛନ୍ତି । କୋରାପୁଟରେ ଥିବା ଏସଓଜି କ୍ୟାମ୍ପ ପରିଦର୍ଶନ କରିଛନ୍ତି । କେମିତି ଟ୍ରେନିଂ ଦିଆଯାଉଛି, ସେ…

କେବେ ଯୋଗ ଦେବେ ନୂଆ ଡିଜିପି ଅଭୟ? ଲାଗି ରହିଛି ଚର୍ଚ୍ଚା

ଭୁବନେଶ୍ବର(କେନ୍ୟୁଜ୍): କେବେ ଯୋଗ ଦେବେ ନୂଆ ଡିଜିପି ଅଭୟ? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଅଭୟଙ୍କ ନିଯୁକ୍ତି ନେଇ ଗତ ୨୦ ତାରିଖ ଦିନ ଘୋଷଣା ହୋଇଥିଲା। କିନ୍ତୁ ଓଡ଼ିଶା ପୋଲିସର ମୁଖ୍ୟ ଭାବେ ଯୋଗ ଦେବାକୁ ଆଉ ୪ -୫ ଦିନ ସମୟ ଲାଗିପାରେ। ଅଭୟ ଏବେ ହାଇଦ୍ରାବାଦରେ ଥିବା ସର୍ଦ୍ଦାର…

୧୯୮୬ ବ୍ୟାଚ୍‌ ଆଇପିଏସ ଅଫିସରଙ୍କୁ ମିଳିଛି ଗୁରୁ ଦାୟିତ୍ୱ, ଏପର୍ଯ୍ୟନ୍ତ ତିନି ଜଣ ପାଇସାରିଛନ୍ତି ଡିଜି ପଦ

କେନ୍ୟୁଜ୍(ବ୍ୟୁରୋ): ଆର ପି ଶର୍ମା, ବି କେ ଶର୍ମା, ଏବେ ଶ୍ରୀ ଅଭୟ କୁମାର । ୧୯୮୬ ବ୍ୟାଚ୍‌ର ତିନି ଆଇପିଏସ ହେଲେଣି ଡିଜି । ବଡ଼ ପଦରେ ୧୯୮୬ ବ୍ୟାଚ୍‌ ଆଇପିଏସ ଅଫିସର । ଜଣେ ସିବିଆଇର ଅନ୍ତରୀଣ ମୁଖ୍ୟ ପଦ ସମ୍ଭାଳି ସାରିଛନ୍ତି । ଆଉ ଜଣେ ଏନଟିଆରଓ ନିର୍ଦେଶକ । ତେବେ ଏହି ବ୍ୟାଚ୍‌ର…

ଭୁବନେଶ୍ବର: ବଦଳିଲେ ପୋଲିସ ଡିଜି ବି.କେ ଶର୍ମା,  ନୂଆକରି ଆସିବେ ଅଭୟ

ଭୁବନେଶ୍ବର (କେନ୍ୟୁଜ୍): ବଦଳିଲେ ପୋଲିସ ଡିଜି ବିକେ ଶର୍ମା। ବଦଳି ପରେ  ବି.କେ ଶର୍ମାଙ୍କୁ ଗୃହବିଭାଗର ଓଏସଡି କରିଛନ୍ତି  ରାଜ୍ୟସରକାର। ବିକେ ଶର୍ମାଙ୍କ ବଦଳେ ତାଙ୍କ ପଦବିରେ ଆସୁଛନ୍ତି ଅର୍ଥାତ ନୂଆ ଡିଜିପି ହେବେ ଅଭୟ।  ଅଭୟ ଅଛନ୍ତି ନ୍ୟାସନାଲ ପୋଲିସ ଏକାଡେମୀ ନିର୍ଦ୍ଦେଶକ। ତେବେ …