Browsing Tag

police driver beaten

ଷ୍ଟିୟରିଂ ଛାଡ ଆନ୍ଦୋଳନ ବେଳେ ଉତ୍ତେଜନା : ଡ୍ରାଇଭରଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ପୋଲିସ

ବ୍ରହ୍ମପୁର (କେନ୍ୟୁଜ): ଡ୍ରାଇଭର ମହାସଂଘର ଆନ୍ଦୋଳନ ବେଳେ ଉତ୍ତେଜନା । ବ୍ରହ୍ମପୁର ପକୁଡ଼ିବନ୍ଧ ଛକ ନିକଟ ଜାତୀୟ ରାଜପଥରେ ଡ୍ରାଇଭର-ପୋଲିସ ମୁହାଁମୁହିଁ । ପୋଲିସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଡ୍ରାଇଭର । ଡ୍ରାଇଭରଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଏକାଧିକ ପୋଲିସ । ଗୋଳନ୍ଥରା…