Browsing Tag

police employee

ରାଜ୍ୟରେ ୧୪ ପୋଲିସ କର୍ମଚାରୀଙ୍କ ମୁଣ୍ଡ ନେଲାଣି କିଲର ଭାଇରସ କରୋନା: ଡିଜିପି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ୧୪ ପୋଲିସ କର୍ମଚାରୀଙ୍କ ମୁଣ୍ଡ ନେଲାଣି କିଲର ଭାଇରସ କରୋନା । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ସେ କହିଛନ୍ତି ମୃତ ପୁଲିସ କର୍ମଚାରୀଙ୍କ ପରିବାରକୁ ସାହାଯ୍ୟ ପାଇଁ ଉଦ୍ୟମ କରାଯାଉଛି। କେବଳ ପୋଲିସ ନୁହେଁ ଅନ୍ୟ…

ବାରିପଦା: ପୁଣି ଖାକୀରେ କଳଙ୍କ, ନିଶାସକ୍ତ ଅବସ୍ଥାରେ ATMକୁ ପରିଶ୍ରାଗାର ଭାବି କନେଷ୍ଟବଳ କଲେ ଏମିତି କାମ

ବାରିପଦାରେ ପୋଲିସ କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ । ନିଶାସକ୍ତ ଅବସ୍ଥାରେ ଏଟିଏମରେ କଲେ ପରିସ୍ରା । ଏ ସଂପର୍କିତ ଏକ ଭିଡିଓ ଭାଇରାଲ ହୋଇଛି । ବାରିପଦା ସହରର ପୌର ପରିଷଦ ଅଫିସ ନିକଟରେ ଥିବା ଏସବିଆଇ ଏଟିଏମରେ ଏହି ଘଟଣା ଘଟିଛି । ପୋଲିସ କନେଷ୍ଟବଳ ସମୀର ସେଠୀ ଏଟିଏମରେ ନିଶାସକ୍ତ ଅବସ୍ଥାରେ…

ଉମରକୋଟ : ଭୁଲିଗଲେ କର୍ତ୍ତବ୍ଯ, ମଦ ପିଇ ମାତାଲ ହେଲେ ପୋଲିସ ବାବୁ

ଉମରକୋଟ (କେନ୍ୟୁଜ୍) : କର୍ତ୍ତବ୍ଯ ଭୁଲିଗଲେ କର୍ତ୍ତବ୍ଯରତ ପୋଲିସ କର୍ମଚାରୀ । ମଦ ପିଇ ମାତାଲ ହେଲେ ପୋଲିସ ବାବୁ । ଜନସାଧାରଣଙ୍କୁ ସୁରକ୍ଷା ଦେବା ବଦଳରେ ମଦ ନିଶାରେ ଲୋକଙ୍କୁ ଗାଳି ଗୁଲଜ କରିବା ସହ ରାସ୍ତା ଉପରେ ନାଚୁ ଥିବାର ଦେଖିବାକୁ ମିଳିଛି । ଉମରକୋଟ ଅଞ୍ଚଳର ଏହି ଭିଜୁଆଲ ଏବେ…