ଖାକି ଉପରେ ଖାକିର ଦାଦାଗିରି, ଏସଆଇଙ୍କୁ ଆକ୍ରମଣ କଲେ ଜେଲ ଓ୍ଵାର୍ଡର
ଉଦଳା (କେନ୍ୟୁଜ) : ଖାକି ଉପରେ ଖାକିର ଦାଦାଗିରି । କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ କଲେ ଜେଲ ଓ୍ଵାର୍ଡର । ତାହା ପୁଣି ବିଚ୍ ରାସ୍ତାରେ । ମୟୂରଭଞ୍ଜ ଉଦଳା ଥାନା ଅଞ୍ଚଳର ଘଟଣା । ଗତକାଲି ବିଳମ୍ବିତ ରାତିରେ ଉଦଳା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ ଅରବିନ୍ଦ ସ୍କୁଲ…