police iic

ଜଳେଶ୍ୱର ଆଇଆଇସି ସସ୍‌ପେଣ୍ଡ, ଡ୍ରଗ୍ସ ମାଫିଆ ସହ କଥା ହେଉଥିବାର ଅଡିଓ ଭାଇରାଲ ହେବାପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କଲେ ପୋଲିସ୍ ଡିଜି

ଜଳେଶ୍ୱର: ଜଳେଶ୍ୱର ଆଇଆଇସି ସସ୍‌ପେଣ୍ଡ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ନିଲମ୍ବିତ । ଏନେଇ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛନ୍ତି ପୋଲିସ ଡିଜି…

4 years ago