Browsing Tag

police maoist firing

ଛତିଶଗଡ଼ର ଦାନ୍ତେୱାଡା ଓ ବିଜାପୁର ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି(କେନ୍ୟୁଜ) : ପୋଲିସ-ମାଓବାଦୀ ଗୁଳି ବିନିମୟ । ଛତିଶଗଡ଼ର ଦାନ୍ତେୱାଡା ଓ ବିଜାପୁର ସୀମାନ୍ତରେ ଗୁଳି ବିନିମୟ ଜାରି ରହିଛି। DRG ଓ CRPF ଯବାନ କମ୍ବିଂ ଅପରେସନ ଚଳାଇଥିବା ବେଳେ ଗମପୁର ଜଙ୍ଗଲରେ ବଡ଼ ଧରଣର ମାଓ କ୍ୟାମ୍ପ ଠାବ କରିଥିଲେ। ଚଢାଉ ବେଳେ ପୋଲିସ ଉପରକୁ ଫାୟାରିଂ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ହାର୍ଡକୋର ନକ୍ସଲ୍ ନିହତ

ମାଲକାନଗିରି(କେନ୍ଯୁଜ୍): ପୋଲିସ- ମାଓବାଦୀ ଗୁଳିବିନିମୟରେ ୨ ହାର୍ଡକୋର ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଉସୁର ଜଙ୍ଗଲରେ ପୋଲିସ- ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏନକାଉଣ୍ଟରରେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନର ମାଓବାଦୀ ସୁଧାକରର ମୃତ୍ୟୁ ହୋଇଛି।…

କଳାହାଣ୍ଡି ଶଗଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ

 କଳାହାଣ୍ଡି (କେନ୍ଯୁଜ୍): ପୋଲିସ-ମାଓବାଦୀ ମୁହାଁମୁହିଁ। କଳାହାଣ୍ଡି ଶଗଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ। କମ୍ବିଂ ଅପରେସନ୍‌ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। SOG ଓ DVF ପକ୍ଷରୁ ମିଳିତା ଭାବେ କମ୍ବିଂ ଅପରେସନ୍‌ ଜାରି ରହିଛି।

କନ୍ଧମାଳ ଗୋଚ୍ଛାପଡା ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳିବିନିମୟ, ୨ କମାଣ୍ଡୋ ଆହତ

କନ୍ଧମାଳ (କେନ୍ଯୁଜ୍): କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡା ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଏଥିରେ ୨ ଜଣ କମାଣ୍ଡୋ ଆହତ ହୋଇଛନ୍ତି । ଏହି ପରିପେକ୍ଷୀରେ ଡିଜିପି ଅଭୟଙ୍କ ମାଲକାନଗିରି ଗସ୍ତରେ ଯାଉଥିବା ବେଳେ ତାଙ୍କ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି । ଆହତଙ୍କୁ ଡିଜିପି…

ଗଞ୍ଜାମ କନ୍ଧମାଳ ସୀମାନ୍ତରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ, ବିପୁଳ ପରିମାଣରେ ମାଓ ସାମଗ୍ରୀ ସହ ବନ୍ଧୁକ ଜବତ

ଗଞ୍ଜାମ: ଗଞ୍ଜାମ କନ୍ଧମାଳ ସୀମାନ୍ତରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ । ଏସଓଜି ପକ୍ଷରୁ କମ୍ବିଂ ଅପରେସନ ବେଳେ ଗଞ୍ଜାମ କନ୍ଧମାଳ ସୀମାନ୍ତ ଚେଇପଲି ଗାଁ ନିକଟସ୍ଥ ଲଣ୍ଡବାଲି ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟରେ କୌଣସି ମାଓବାଦୀ ମୃତାହତ ହୋଇ…

ମାଲକାନଗିରି: ଜୁଙ୍ଗଟାଙ୍ଗ ଓ ଲିମଟାଙ୍ଗ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ, ଜାରି ରହିଛି କମ୍ବିଂ ଅପରସେନ୍‌

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ଗୁଳିବିନିମୟ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ଜୁଙ୍ଗଟାଙ୍ଗ ଓ ଲିମଟାଙ୍ଗ ଜଙ୍ଗଲରେ ଗୁଳିବିନିମୟ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଖବର ପାଇ ଗତକାଲି SOG ଯବାନ ପକ୍ଷରୁ ଆରମ୍ଭ…

ଭବାନୀପାଟଣା : ପୋଲିସ-ମାଓବାଦୀ ମୁହାଁମୁହିଁ , ଘଟଣାସ୍ଥଳରୁ ୩ଟି ବନ୍ଧୁକ, ଗୋଟିଏ ଟିଫିନ ବୋମା, ୨ଟି ଡିଟୋନଟେର ଜବତ

ଭବାନୀପାଟଣା(କେନ୍ୟୁଜ୍) : ଭବାନୀପାଟଣା ସଦର ଥାନା ସୁଲିଆ ଗାଁ କତେଲଘାଟିରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୧୦ରୁ ୧୨ ଜଣ ମାଓବାଦୀ ଓ କିଛି ମିଲିସିଆ ବୈଠକ କରିବା ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା । କିଛି ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା ।…