Browsing Tag

police medal

୨୦୨୩ ପାଇଁ ରାଜ୍ୟପାଳ ମେଡାଲ ଘୋଷଣା, ୨୦ ଜଣ ପୋଲିସ କର୍ମଚାରୀ ପାଇବେ ପୁରସ୍କାର

ଭୁବନେଶ୍ୱର (କେନ୍ୟୁଜ): ୨୦୨୩ ପାଇଁ ରାଜ୍ୟପାଳ ପୁରସ୍କାର ଘୋଷଣା । ୨୦ ଜଣଙ୍କୁ ରାଜ୍ୟପାଳ ପୋଲିସ ମେଡାଲ ଘୋଷଣା ହୋଇଛି । IG ପାହ୍ୟାର ପୂର୍ବାଞ୍ଚଳଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦ ମନୋନୀତ ହୋଇଛନ୍ତି  । ଏସପି ପାହ୍ୟାରେ ଜଗମୋହନ ମୀନା ଓ ମୁକେଶ ଭାମୁ ନାଁ…

ଲୋକସେବା କନଭେନସନ ସେଣ୍ଟରରେ ୩୪ ଜଣ ପୋଲିସଙ୍କୁ ଦିଆଗଲା ମେଡାଲ

କେନ୍ୟୁଜ୍(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ପୋଲିସ ମେଡାଲ ପ୍ରଦାନ ଉତ୍ସବ । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ପୋଲିସ…

ସେବାରେ ଉତ୍କୃଷ୍ଟତା ଏବଂ ସାହସିକତା ପାଇଁ ପୋଲିସ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମେଡାଲ ପ୍ରଦାନ

କେନ୍ୟୁଜ୍(ବ୍ୟୁରୋ):  ସେବାରେ ଉତ୍କୃଷ୍ଟତା ଏବଂ ସାହସିକତା ପାଇଁ ପୋଲିସ କର୍ମଚାରୀଙ୍କୁ ମେଡାଲ ପ୍ରଦାନ କରାଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ପୋଲିସ ପଦକ ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ ପ୍ରଦାନ କରିଛନ୍ତି । ବିଶିଷ୍ଟ ସେବା…

ଓଡିଶାକୁ ଗର୍ବିତ କଲେ କୋରାପୁଟର ମହିଳା ପୋଲିସ୍ ଅଧିକାରୀ ସୁମିତ୍ରା ଜେନା, ତଦନ୍ତରେ ଉତ୍କର୍ଷତା ପାଇଁ ପାଇବେ ପୋଲିସ୍…

କୋରାପୁଟ(କେନ୍ୟୁଜ୍): ଓଡିଶାକୁ ଗର୍ବିତ କରିଛନ୍ତି କୋରାପୁଟର ମହିଳା ପୋଲିସ । ତଦନ୍ତରେ ଉତ୍କର୍ଷତା ପାଇଁ ପୋଲିସ ପଦକ ପାଇବାକୁ ବିବେଚିତ ହୋଇଛନ୍ତି ପୋଲିସ ଅଧିକାରୀ DIB,DSP ସୁମିତ୍ରା ଜେନା । ୨୦୧୬ ମସିହାରେ ଜଣେ ଅଜଣା ବିବାହିତ ମହିଳାଙ୍କୁ ହତ୍ୟା କରି ଡ୍ୟାମରେ ଫୋପାଡି ଦେଇଥିବା…

ଓଡ଼ିଶାରୁ ୨୨ଜଣଙ୍କୁ ମିଳିବ ରାଷ୍ଟ୍ରପତିଙ୍କ ପୋଲିସ ମେଡାଲ, ୯ ଜଣିଆ ଟିମ୍‌କୁ ମିଳିବ ସାହସିକତା ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ପାଇଁ ପୋଲିସ ସାହସିକତା ଓ ସେବା ପଦକ ଘୋଷିତ। ଚଳିତ ବର୍ଷ ସାହସିକତା ଓ ସେବା ପଦକରେ ସମ୍ମାନିତ ହେବେ ୯୩୯ଜଣ ପୋଲିସ କର୍ମଚାରୀ। ୧୮୯ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ସାହସିକତା ପାଇଁ ପୋଲିସ ପଦକରେ ସମ୍ମାନିତ ହେବେ। ୮୮ଜଣଙ୍କୁ ଉଲ୍ଲେଖନୀୟ ସେବା…

ଦେଶର ୯୩୯ ଜଣ ପୋଲିସ କର୍ମଚାରୀଙ୍କୁ ଦିଆଯିବ ସାହସିକତା ପୁରସ୍କାର, ଓଡ଼ିଶାର ୯ ଜଣ ସାମିଲ

କେନ୍ୟୁଜ୍(ବ୍ୟୁରୋ):ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ସାହସିକତା ପୁରସ୍କାର ଘୋଷଣା। ଦେଶର ୯୩୯ ଜଣ ପୋଲିସ କର୍ମଚାରୀଙ୍କୁ ଦିଆଯିବ ପୁରସ୍କାର । ଓଡ଼ିଶାର ୨୨ ଜଣ ପାଇବେ ପୋଲିସ ମେଡାଲ। ୯ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ…

ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ୨୨ ଜଣ ପାଇବେ ପୋଲିସ୍ ମେଡାଲ

ଭୁବନେଶ୍ବର(କେନ୍ଯୁଜ୍): ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ସାହସିକତା ପୁରସ୍କାର ଘୋଷଣା। ଦେଶର ୯୩୯ ଜଣ ପୋଲିସ କର୍ମଚାରୀଙ୍କୁ ଦିଆଯିବ ପୁରସ୍କାର। ଓଡ଼ିଶାର ୨୨ ଜଣ ପାଇବେ ପୋଲିସ ମେଡାଲ। ୯ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ…

୬୪ ଜଣ ପୋଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ମେଡାଲ

ଭୁବନେଶ୍ବର(କେନ୍ଯୁଜ୍): ୬୪ ଜଣ ପୋଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ମେଡାଲ । 5T ଅଧିନରେ ଉତ୍କୃଷ୍ଟ ତଦନ୍ତ ପାଇଁ ମିଳିବ ଏହି ମେଡାଲ । ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନାମ ପ୍ରକାଶ କରାଯାଇଛି । ଏଥିରେ STF, EOW ଓ ବିଭିନ୍ନ ଜିଲ୍ଲା ପୋଲିସ ଅଫିସରଙ୍କ ନାଁ ସାମିଲ ରହିଛି ।…

ସ୍ୱାଧୀନତା ଦିବସ ଅବସରରେ ପୋଲିସ ମେଡାଲ ପ୍ରଦାନ କଲେ ଡିଜି

ଭୁବନେଶ୍ୱର(କେନ୍ୟୁଜ୍‌) : ସ୍ୱାଧୀନତା ଦିବସ ଅବସରରେ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ବିଭିନ୍ନ କ୍ଷେତ୍ରର ସାହସିକତା ପାଇଁ ଭୁବନେଶ୍ୱର ପୋଲିସ ଭବନ ଠାରେ ପୋଲିସ ଡିଜି ଅଭୟ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ମୋଟ ୧୦୦ ଜଣଙ୍କୁ ଏହି ମେଡାଲ ପ୍ରଦାନ କରାଯାଇଛି । ୬୬ ଜଣଙ୍କୁ…

ଜାଗ୍ରତ ପ୍ରହରୀଙ୍କୁ ଗ୍ୟାଲେଣ୍ଟ୍ରି ପୋଲିସ ମେଡାଲ, ମାଲକାନଗିରି ଓ କୋରାପୁଟ ୨ BSF ଜବାନଙ୍କୁ ମିଳିଛି ପୋଲିସ ମେଡାଲ

ମାଲକାନଗିରି(କେନ୍ୟୁଜ୍): ଜାଗ୍ରତ ପ୍ରହରୀଙ୍କୁ ମିଳିଛି ଗ୍ୟାଲେଣ୍ଟ୍ରି ପୋଲିସ ମେଡାଲ।ଜାତୀୟ ସ୍ତରରେ ମୋଟ ୨୩ ଜଣଙ୍କୁ ପୋଲିସ ମେଡାଲ ଦିଆଯାଇଛି।ସେଥିମଧ୍ୟରୁ କେବଳ ମାଲକାନଗିରି ଆଉ କୋରାପୁଟ ଜିଲ୍ଲାରେ ୫ ଜଣ BSF ଜବାନ ଗ୍ୟାଲେଣ୍ଟ୍ରି ପୋଲିସ ମେଡାଲ ପାଇଛନ୍ତି।ନିଜ ପରିବାର ଛାଡି ଲୋକଙ୍କ…

ଓଡ଼ିଶାର ୧୩ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ୍ ମେଡାଲ୍, ଜାଣନ୍ତୁ କେଉଁମାନେ ଅଛନ୍ତି ସାମିଲ୍

କେନ୍ଯୁଜ୍: ରାଷ୍ଟ୍ରପତି ପୋଲିସ ପଦକ ଘୋଷଣା । ଓଡ଼ିଶାର ୧୩ ଜଣଙ୍କୁ ମିଳିବ ସମ୍ମାନ । ୨ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳବ । ଅନ୍ୟ ୧୧ ଜଣଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ ପ୍ରଦାନ କରାଯିବ । ଗୁଇନ୍ଦା ନିର୍ଦ୍ଦେଶକ ରାଧାକିଷନ ଶର୍ମା ଓ…

ଓଡ଼ିଶାର ୧୪ଜଣଙ୍କୁ ରାଷ୍ଟ୍ରପତି ଓ ପୋଲିସ ମେଡାଲ ପ୍ରଦାନ

ଭୁବନେଶ୍ବର: ସ୍ୱାଧୀନତା ଦିବସ ପୂର୍ବରୁ ପୋଲିସ ମେଡାଲ ଘୋଷଣା । ଓଡ଼ିଶାର ୧୪ଜଣଙ୍କୁ ରାଷ୍ଟ୍ରପତି ଓ ପୋଲିସ ମେଡାଲ ପ୍ରଦାନ କରାଯିବ । ୨ ଜଣଙ୍କୁ ରାଷ୍ଟ୍ରପତି ଓ ୧୨ଜଣଙ୍କୁ ଉତ୍କୃଷ୍ଟ ସେବା ପଦକ ମିଳିବ । ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଦିଆଯିବ । ଭିଜିଲାନ୍ସ DSP…