Browsing Tag

police officer

ବର୍ଦ୍ଦି ବାବୁଙ୍କ ଦବଙ୍ଗଗିରି: ଲୁଟିବା ବେଳେ ଧରାପଡ଼ି ପୋଲିସ ଗିରଫ

ସମ୍ବଲପୁର (କେନ୍ୟୁଜ): ମୋବାଇଲ ଛଡାଇ ଦୁଇ ପୋଲିସ କର୍ମୀ ସମେତ ୫ ଗିରଫ । ମୋବାଇଲ ଛଡାଇ ତଥା ଟଂକା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ । ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଅଇଁଠାପାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୌତମ କାଲୁ, ସତ୍ୟନାରାୟଣ…

ମଣିପୁରରେ ଥମୁନି ହିଂସା, ହେଲିପ୍ୟାଡ୍‌ ନିରୀକ୍ଷଣ କରିବା ବେଳେ SDPOଙ୍କୁ ଗୁଳି କରି ହତ୍ୟା

ମଣିପୁରରେ ହିଂସା ଥମୁନି। ଏବେ ପୁଣି ଏଠାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ତେଙ୍ଗନୌପାଲ୍‌ ଜିଲ୍ଲାର ମୋରେହରେ ଏସ୍‌ଡିପିଓ ଚିଙ୍ଗ୍‌ଥମ ଆନନ୍ଦଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏସ୍‌ଡିପିଓ ଆନନ୍ଦ ସୀମାନ୍ତ ସହରରେ ନୂତନ ଭାବେ ନିର୍ମିତ ହେଲିପ୍ୟାଡ୍‌ର ନିରୀକ୍ଷଣ କରୁଥିଲେ। ଏହି…

ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ : ଲାଞ୍ଚ ନେଇ ଧରାପଡିଲେ ଆଇଆଇସି ଆଲୋକ ବେହେରା

ବରଗଡ଼ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଥାନା ଆଇଆଇସି । ବରଗଡ଼ ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା । ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକ ପୁରୁଣା ମାମଲାରେ ବ୍ୟାଙ୍କ କର୍ମଚାରୀ…

ବ୍ରିଟେନ: ମହିଳାଙ୍କୁ ଗିରଫ କରି ନିଛାଟିଆ ସ୍ଥାନକୁ ନେଇଗଲେ ପୋଲିସ ଅଧିକାରୀ, ତା’ ପରେ ଦୁଷ୍କର୍ମ କରି ଦେହରେ ଲଗାଇ…

ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୋଲିସ ଅଧିକାରୀ କରୋନା ନିୟମକୁ ନେଇ ଜଣେ ମହିଳାଙ୍କୁ ଅଟକାଇ ଦେଇଥିଲେ ଏବଂ ହାତକଡ଼ି ପକାଇ ମିଥ୍ୟା ତରିକାରେ ଗିରଫ କରିଥିଲେ। ଏହାପରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ, ଦୁଷ୍କର୍ମ ପରେ ଅଧିକାରୀ ଜଣକ…

ସବୁ ପାରିବ ଏଇ ମଣିଷ, ଅମଙ୍ଗ ଲୋକଙ୍କୁ ସ୍ଥାନାନ୍ତର କଲେ ଆଉ ଅସହାୟଙ୍କୁ କାନ୍ଧରେ ବୋହିଲେ ଥାନା ଅଧିକାରୀ

ରାଜନଗର (କେନ୍ୟୁଜ୍‌) : ଆସିଲା, ଡରାଇଲା ଆଉ ଚାଲିଗଲା ବାତ୍ୟା ‘ୟସ୍‌’ । ହେଲେ ତାରି ଭିତରେ ଅନେକ କଥା ଦେଖିବାକୁ ମିଳିଲା । ବାତ୍ୟାର ତାଣ୍ଡବ, ବିପର୍ଯ୍ୟୟ ଆଉ ମାନବିକତା । ପ୍ରକୃତିର କୋପକୁ ସିନା ରୋକି ହେବ ନାହିଁ ହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଲେ ଅନ୍ତତଃ ବିପର୍ଯ୍ୟୟ ଓ ବିପଦକୁ…

ସଂକ୍ରମଣ ଚିହ୍ନଟ ପରେ ସଚେତନ ହେଲେ ଅଧିକାରିଣୀ, ନିୟମିତ ଥାନା ପରିସରକୁ ନିଜେ କରୁଛନ୍ତି ସଫା

ବ୍ରହ୍ମପୁର(କେନ୍ଯୁଜ୍): ବର୍ତ୍ତମାନ ଚାରିଆଡେ କରୋନାର କାୟା ବିସ୍ତାର ହେବାରେ ଲାଗିଛି। ଏନେଇ ସରକାରୀ କାର୍ଯ୍ଯାଳୟ ହେଉ କିମ୍ବା ଘରୋଇ କାର୍ଯ୍ଯାଳୟ ଚାରିଆଡେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ପ୍ରତିଷେଧକ ବ୍ଯବସ୍ଥା ସ୍ବରୂପ ବ୍ରହ୍ମପୁର ସଦର ଥାନା ପରିସରକୁ ନିଜ କର୍ମଚାରୀଙ୍କୁ…

ମାମଲାର ସମାଧାନ ପାଇଁ ୩ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ପୋଲିସ ବାବୁ, ଭିଜିଲାନ୍ସ ହାତରେ ଧରାଇଦେଲେ ଏତଲାକାରୀ

ଗଞ୍ଜାମ(କେନ୍ୟୁଜ୍): ଏକ ମାମଲାର  ସମାଧାନ କରିବା ପାଇଁ ତିନି ହଜାର ଟଙ୍କା ମାଗିଲେ ପୋଲିସ ବାବୁ ।କିନ୍ତୁ  ତିନି ହଜାର ଟଙ୍କା ଦେଇ ଭିଜିଲାନ୍ସ ହାତରେ ଧରାଇଦେଲେ ଏତଲାକାରୀ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନାରେ। ଏକ ମାମଲା ର ସମାଧାନ କରିବା ପାଇଁ ପି,ରାଜା ନାମକ ଜଣେ…

କର୍ତ୍ତବ୍ଯନିଷ୍ଠ ପୋଲିସ ଅଧିକାରୀଙ୍କୁ ସଲାମ୍, ଏସଆଇଙ୍କ ବଦଳି ବାତିଲ୍ ପାଇଁ ଦାବି କଲେ ମହିଳା ଗୋଷ୍ଠୀ

ବାଣପୁର (କେନ୍ଯୁଜ୍): ବିଭିନ୍ନ ସମୟରେ ଖାକି ଉପରେ ସାଧାରଣ ଲୋକ ଆସ୍ଥା ହରେଇଥିବାର ବହୁ ନଜିର ରହିଛି । କେଉଁଠି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ତ କେତେବେଳେ ନିଶା କାରବାର ଓ କଳା ବଜାରୀ କରୁଥିବା ମାଫିଆମାନଙ୍କୁ ସୁରକ୍ଷା ଦେଉଥିବା ଘଟଣା। ପୁଣି କେବେ ଅସହାୟ ଗରିବଙ୍କ ଠାରୁ ଲାଞ୍ଚ…

ଅଭିନେତାଙ୍କ ମହାନତା, ଗୁରୁତର ଆହତ ପୋଲିସ କର୍ମଚାରୀଙ୍କୁ ନିଜ ଗାଡିରେ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର: ଅଭିନେତାଙ୍କ ମହାନତା । ଗୁରୁତର ଆହତ ପୋଲିସ କର୍ମଚାରୀଙ୍କୁ ନେଲେ ଡାକ୍ତରଖାନା। ପୋଲିସ କର୍ମଚାରୀ ଜଣଙ୍କ କଟକ ଜିଆରପିରେ କାର୍ଯ୍ୟରତ ସବ୍‌ ଇନ୍ସପେକ୍ଟର ଗୁଲାମ ଅଲ୍ଲୀ । ସୂଚନା ଅନୁଯାୟୀ ଗୁଲାମ ଅଲ୍ଲୀଙ୍କୁ ଭୁବନେଶ୍ୱର ପଳାଶୁଣୀ ଓଭର ବ୍ରିଜ୍‌ ଉପରେ ଏକ କାର ଧକ୍କା ଦେଇଥିଲା।…

ପୋଲିସ କର୍ମଚାରୀଙ୍କୁ ଭିନ୍ନ ଭାବେ ଶ୍ରଦ୍ଧାଞ୍ଜଳି ଦେଲେ ବିଶ୍ୱବାସୀ, ପୃଥିବୀର କୋଣ ଅନୁକୋଣରୁ ପଠାଇଲେ ହଜାର ହଜାର…

ଜଣେ ଦିବଂଗତ ପୋଲିସ ର୍କମଚାରୀଙ୍କୁ ମାନେ ରଖିବା ପାଇଁ ଯେ ବିଶ୍ୱ ବ୍ୟାପି ଲୋକେ ତତ୍ପର ହୋଇପାରନ୍ତି ତାହା ଶୁଣି ହୁଏତ କହେି ବିଶ୍ୱାସ କରି ନପାରନ୍ତି । ଏମିତି ଏକ ଘଟଣା ଘଟିବାର ବି ନଜିର ନାହିଁ । ହଁ ନିକଟରେ ଏମିତି ହିଁ ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଯାହା କାହାର ବି ଆଖିରୁ ଲୁହ ଝରି…

ପଣ୍ଡିତ ବେଶରେ ବାହାଘର କରାଇଲେ ଏହି ପୋଲିସ କର୍ମଚାରୀ, ଜାଣନ୍ତୁ ପୂରା ଘଟଣା

ବିଶ୍ୱାସ କରାଯାଏକି କୌଣସି ହିନ୍ଦୁ ବିବାହ ପଣ୍ଡିତଙ୍କ ବିନା ଅସମ୍ପୂର୍ଣ୍ଣ ହୋଇଥାଏ । ଯଦି ହୋମ ଯଜ୍ଞ ନ ହେଲା, ମନ୍ତ୍ର ପାଠ ଉଚ୍ଚାରଣ ନ ହେଲା, ପଣ୍ଡିତ ମାନେ ମନ୍ତ୍ର ପଢି ଦକ୍ଷିଣା ନ ନେଲେ ତାହା ହେଲେ ସେ କି ବାହାଘର । କିନ୍ତୁ ନିକଟରେ ବିନା ପଣ୍ଡିତରେ ହୋଇଥିବା ଏକ ବାହାଘର ଚର୍ଚ୍ଚାର…

ମାତ୍ର ୪୦୦ ଟଙ୍କା ଦିଅନ୍ତୁ, ଚାଲାଣରୁ ମୁକ୍ତି ପାଆନ୍ତୁ; ଶୁଣନ୍ତୁ ଖୋଦ୍‌ ପୋଲିସବାବୁଙ୍କ ମୁହଁରୁ

ବର୍ତ୍ତମାନ ସାଧାରଣ ଲୋକଙ୍କର ସବୁଠାରୁ ବଡ଼ ଟେନ୍ସନ୍‌ ହେଉଛି ଟ୍ରାଫିକ୍‌ ଚାଲାଣ କଟିବା। ଘରୁ ବାହାରିବା ପୂର୍ବରୁ ବାଇକ୍‌ ଓ କାର୍‌ ଆରୋହୀ ଏବେ କେମିତି ଚାଲାଣ ନ କଟିବ ସେ ନେଇ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ସାଧାରଣ କାଗଜପତ୍ର ନଥିଲେ ହଜାର ହଜାର ଟଙ୍କାର ଚାଲାଣ କଟୁଥିବାରୁ ଏବେ…