Browsing Tag

police officers

ଏଣିକି ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର, ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ : ଏଣିକି ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର । ଉତ୍ତର ପ୍ରଦେଶ ଯୋଗୀ ସରକାର ପୋଲିସ ବିଭାଗକୁ ଶକ୍ତିଶାଳୀ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି । ୨୦୨୩ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ରାଜ୍ୟର ଯେଉଁ ପୋଲିସ କର୍ମଚାରୀଙ୍କର ବୟସ ୫୦ ବର୍ଷ ପାର ହୋଇଯାଇଛି…

ମାନବିକତାର ପରିଚୟ ଦେଲେ ଥାନା ଅଧିକାରୀ : ଅସହାୟ ଗର୍ଭବତୀ ମହିଳାଙ୍କୁ ନେଲେ ମେଡ଼ିକାଲ୍

ମୋହନା (କେନ୍ୟୁଜ): ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀଙ୍କ ମହାନତା। ଜଣେ ଅସହାୟ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରି ମାନବିକତାର ପରିଚୟ ଦେଇଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ ନିଶିକା । ସୂଚନା ପ୍ରକାରେ ମୋହନା ଥାନା ଅଧୀନରେ ଥିବା କର୍ଚ୍ଚବାଡି ଗ୍ରାମର ଲତା ବେହେରାଙ୍କୁ ଶ୍ୱଶୁର ଘର…

ଗଜପତି ମୋହନାରେ କରୋନା ଯୋଦ୍ଧା ପାଲଟିଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନୀତ

ମୋହନା: ଗଜପତି ଜିଲ୍ଲା ମୋହନାରେ କରୋନା ଯୋଦ୍ଧା ପାଲଟିଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନୀତ । ବିଭିନ୍ନ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାଉଛି ପୋଲିସ ବିଭାଗ । ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ପକ୍ଷରୁ ମୋହନା ପୋଲିସଙ୍କୁ ମାନପତ୍ର ଏବଂ ଉପଢୌକନ ସହ କରୋନା…

ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାହାରା ପାଲଟିଛନ୍ତି ଧାମରା ଥାନାର ଓଆଇସି, ହାତ ସଫା କରାଇବା ସହ ଦେଉଛନ୍ତି ଖାଦ୍ୟ

ଚାନ୍ଦବାଲି : ସାରା ରାଜ୍ୟ ଏବେ ଲକଡାଉନ୍। ଭଦ୍ରକ ଜିଲ୍ଲା ଧାମରାରେ ଲକଡାଉନ୍ କଟକଣାକୁ କଡାକଡି ପାଳନ କରାଯାଇଛି । ଦୋକାନ,ବଜାର ସବୁଠି ତାଲା । ତେବେ ତାଲା ବନ୍ଦ ସମୟରେ ଧାମରା ଥାନାରେ କାର୍ଯ୍ୟରତ ଓଆଇସିଙ୍କ ମହାନତା ଏବେ ସାରା ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଲା ବନ୍ଦ…

ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ଅନ୍ତର୍ଗତ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର କାର୍ଯ୍ୟରତ ଦକ୍ଷ ପୋଲିସ ଅଧିକାରୀଙ୍କୁ…

ଅନୁଗୁଳ: ଦକ୍ଷ ପୋଲିସ ଅଧିକାରୀଙ୍କୁ ସମ୍ବୋର୍ଦ୍ଧିତ । ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ଅନ୍ତର୍ଗତ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ସମ୍ବୋର୍ଦ୍ଧିତି କରାଯାଇଛି । ନାଲକୋ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାବେ ଯୋଗଦେଇ ଡିଆଇଜି…