ହରିୟାଣା ଅମ୍ବାଲାରେ ଅମାନିଆଁଙ୍କୁ ପେଟେଣ୍ଟ ମେଡିସିନ୍: ଲକଡାଉନ୍ ନିୟମ ନମାନିବାରୁ ରାସ୍ତାରେ ହେଲେ ଉଠବସ୍
ହରିୟାଣା: ଅମାନିଆଁଙ୍କୁ ପେଟେଣ୍ଟ ମେଡିସିନ। ଲକଡାଉନ୍ ନିୟମ ନମାନିବାରୁ ରାସ୍ତାରେ ଅମାନିଆଙ୍କୁ ଉଠବସ୍ କରାଇଛି ପୋଲିସ। ଏ ହେଉଛି ହରିୟାଣା ଅମ୍ବାଲାର ଦୃଶ୍ୟ। ଅମାନିଆଙ୍କୁ ଧାଡ଼ିରେ ଠିଆ କରି ଉଠବସ୍ କରାଉଛି ପୋଲିସ। ହରିଆଣାରେ ମେ ୧୦ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ କରାଯାଇଛି।…