କ୍ରସର ୟୁନିଟ ଉପରେ ପୋଲିସର ଚଢାଉ, ୫ଟି ଟ୍ରାକ୍ଟର ଓ ୩ଟି ବାଇକ୍ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
ବ୍ରହ୍ମପୁର(କେନ୍ୟୁଜ): ବ୍ରହ୍ମପୁର ଉପକଣ୍ଠ ମହୁଡାରେ ଦୀର୍ଘ ଦିନ ଧରି ଚାଲିଥିବା ଏକ କ୍ରସର ୟୁନିଟ ଉପରେ ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ପାଞ୍ଚ ଗୋଟି ଟ୍ରାକ୍ଟର ଓ ତିନି ଗୋଟି ବାଇକ୍ ଜବତ କରାଯାଇଛି । ଏହି ଘଟଣାରେ ବାର…