ବୁର୍ଲା ଥାନା ସିଲ୍, ପଜିଟିଭ୍ ଚିହ୍ନଟ ପରେ ଥାନାଧିକାରୀଙ୍କ ସହ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ…
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ସିଲ୍ । ଥାନାରେ କରୋନା ପଜିଟିଭ୍ ଚିହ୍ନଟ ପରେ ସିଲ୍ କରିଦିଆଯାଇଛି । ବୁର୍ଲା ଥାନାଧିକାରୀଙ୍କ ସହ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ କୁହାଯାଇଛି । ଏବେ ଥାନାକୁ ସାନିଟାଇଜ୍ କରାଯାଉଛି । ଗତକାଲି ରେଙ୍ଗାଲି ଥାନାର ଜଣେ…