Browsing Tag

police Took Groom Into Custody

ବିବାହ ମଣ୍ଡପରୁ ବରକୁ ଉଠାଇନେଲା ପୋଲିସ, ବର କରିଥିଲା ଏମିତି କାର୍ଯ୍ୟ

ରାଇରଙ୍ଗ୍‌ପୁର : ବେଦୀ ନିକଟରେ ବାଜୁଥିଲା ଶୁଭ ସାହାନାଇ । ପଡିଯାଇଥିଲା ବରକନ୍ୟାଙ୍କ ହାତ ଗଣ୍ଠି । ମହୁରୀ ସମାଜର ପରମ୍ପରା ଅନୁସାରେ ସରିଆସୁଥିଲା ବିବାହ ରୀତିନୀତି । ହେଲେ ଅଚାନକ୍‌ ଆସି ପହଞ୍ଚିଲା ପୋଲିସ । ସମସ୍ତଙ୍କ ହସ ଖୁସିରେ ପୂର୍ଣ୍ଣଛେଦ୍‌ ପକାଇ ବରକୁ ଉଠାଇନେଲା ଥାନାକୁ ।…