Browsing Tag

police vs public

କେନ୍ଦୁଝର: କୁକୁଡ଼ା ଲଢ଼େଇକୁ କେନ୍ଦ୍ର କରି ପୋଲିସ ଉପରକୁ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ

କେନ୍ଦୁଝର(କେନ୍ୟୁଜ୍):  କୁକୁଡ଼ା ଲଢ଼େଇକୁ କେନ୍ଦ୍ର କରି ପୋଲିସ-ଜନତା ମୁହାଁମୁହିଁ । ପୋଲିସ ଉପରେ ଉତ୍ୟକ୍ତ ଲୋକ ଆକ୍ରମଣ କରିଛନ୍ତି । ପୋଲିସ ଗାଡ଼ି ଉପରକୁ ପଥର ମାଡ଼ କରିଛନ୍ତି ଲୋକ । କେନ୍ଦୁଝର ଜିଲ୍ଲା ପଣ୍ଡା ପଡ଼ା ଥାନା ପଣ୍ଡା ହାଟରେ ଏହି ଘଟଣା ଘଟିଛି । ଆଜି ସନ୍ଧ୍ୟାରେ କୁକୁଡ଼ା…