Browsing Tag

police

ଟାଙ୍ଗୀ ପୋଲିସକୁ ବଡ଼ ସଫଳତା: L&T କମ୍ପାନୀର ପାଇପ ଚୋରି କରୁଥିବା ଅଭିଯୋଗରେ ୮ ଜଣ ଡ଼କାୟତଙ୍କୁ କଲା ଗିରଫ

ଟାଙ୍ଗୀ (କେନ୍ୟୁଜ): ଗତକାଲି ବିଳମ୍ବିତ ରାତିରେ ଖୋରଧା ଜିଲ୍ଲା ଟାଙ୍ଗୀ ପୋଲିସ୍ ଟାଙ୍ଗୀ କଲେଜ୍ ପଡିଆରେ ଚଢାଉ କରି ଗୋଟିଏ ହାଇଡ୍ରା ସହ ୩ ଆଇଚର ଟ୍ରକ୍ , ଗୋଟିଏ ଭୁଜାଲି ୩ଟି ଲୁହା ରଡ୍ ସହ ୯ ଟି ଦାମୀ ମୋବାଇଲ ଜବତ କରିଛି ଟାଙ୍ଗୀ ପୋଲିସ୍ । ଚୋରୀ କରୁଥିବା ଅଭିଯୋଗରେ ୮ ଜଣଙ୍କୁ ଗିରଫ…

ନିଶାରେ ଚୁର ହୋଇ ମାତିଲା ଯୁବକ, ବିଡିଓ ଓ ପୋଲିସକୁ କଲା ନାକେଦମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ଜିଲ୍ଲା ନୀଳଗିରି ବଜାର ଉପରେ ପୋଲିସକୁ ନିଶାଶକ୍ତ ଅବସ୍ଥାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ନିଶାଗ୍ରସ୍ତ ଯୁବକ । ପୋଲିସକୁ ପିଟିବା ପରେ ବିଡ଼ିଓ ଙ୍କ ଗାଡି ଓ ପୋଲିସ ଗାଡିକୁ ବି ଭଙ୍ଗାରୁଜା କରିଛି ଜଣେ ମଦ୍ୟପ ଯୁବକ । ଆଜି ଅପରାହ୍ନରେ କାହାଳିଆ ଅଞ୍ଚଳର ବିରା…

ପୋଲିସଙ୍କ ବର୍ଦ୍ଦି କେଉଁଠି ଖାକି ତ ଆଉ କେଉଁଠି ଧଳା, ଜାଣନ୍ତୁ ଭାରତରେ କେଉଁ ରାଜ୍ୟର ୟୁନିଫର୍ମ କେମିତି?

ଖାକି। ଏହି ରଙ୍ଗ କଥା ଆସିଲେ ଆଖି ସାମ୍ନାକୁ ଚାଲି ଆସେ ପୋଲିସ କର୍ମୀଙ୍କ ଚେହେରା। ପୋଲିସଙ୍କୁ ଚିହ୍ନିବା ପାଇଁ ଏହି ଖାକି ବର୍ଦ୍ଦି ହିଁ ଯଥେଷ୍ଟ। ମାଟିଆ ରଙ୍ଗର ପୋଷାକ, କାନ୍ଧରେ ଷ୍ଟାର ଆଉ ଅଣ୍ଟାରେ ବନ୍ଧୁକ ଖୋସା ହୋଇଥିଲେ, ଆମେ ପୋଲିସ ବୋଲି ଚିହ୍ନିଥାଉ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା…

ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହେଲା ଅଭିଯୁକ୍ତ ଶିବ ସାହୁର ଡାକ୍ତରୀ ମାଇନା: କହିଲା ‘ହଠାତ୍‌…

ମାହାଙ୍ଗା (କେନ୍ୟୁଜ): କଟକ ମାହାଙ୍ଗା ଥାନା କୁସୁପୁରରେ ଗଣହତ୍ୟା ଘଟଣା । ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହେଲା ଅଭିଯୁକ୍ତର ଡାକ୍ତରୀ ମାଇନା । ପାରିବାରିକ କଳହକୁ ନେଇ ହତ୍ୟା କରିଛି। ହତ୍ୟା କରିବାକୁ ହଠାତ୍‌ ନିଷ୍ପତ୍ତି ନେଇଥିଲି ବୋଲି ଗଣମାଧ୍ୟମ ଆଗରେ ଅଭିଯୁକ୍ତ ଶିବ ସାହୁ…

ଭଞ୍ଜନଗର : ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ; ପୋଲିସର ତଦନ୍ତ ଜାରି

ଭଞ୍ଜନଗର (କେନ୍ୟୁଜ): ଯୁବକକୁ ନୃସଂସ ହତ୍ୟା । ଗାଁ ପାଖ ଏକ ଜମିରୁ ଠାବ ହେଲା ରକ୍ତ ଜୁଡୁବୁଡୁ ମୃତଦେହ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳାଦେଇପୁର ଶାସନ ଗାଁ ନିକଟରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ମୃତ ଯୁବକ ଅମିତ୍ କୁମାର ଆଚାର୍ଯ୍ୟ ବୋଲି ଜଣାପଡିଛି ।…

ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ, ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କଲେ ଯୁବତୀ

ଭୁବନେଶ୍ବର(କେନ୍ୟୁଜ୍): ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ । ପ୍ରେମିକ ପ୍ରକାମ୍ୟ ସିଂକୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ । ଅଭିଯୋଗ ଅନୁଯାୟୀ, ୩ବର୍ଷ ଧରି ଉଭୟ ପ୍ରେମ କରୁଥିଲେ । ଉଭୟ ଅଲଗା ହେବା ପରେ ଯୁବତୀ ଜଣକ ସମସ୍ତ ଫଟୋ ଡିଲିଟ୍‌ କରିଦେବାକୁ ଯୁବକଙ୍କୁ କହିଥିଲେ ।…

‘ମେ ଫସୁଙ୍ଗା ନେହିଁ’: ଲୋକଙ୍କୁ ସାଇବର ଠକେଇରୁ ରକ୍ଷା କରିବାକୁ ଭଦୋଦରା ପୋଲିସର ନିଆରା ପ୍ରୟାସ

ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଗୁଜରାଟ ଭଦେଦରା ପୋଲିସ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାଏ। ନୂଆ ନୂଆ କ୍ରିଏଟିଭ ଆଇଡିଆ ସହ ଭଦୋଦରା ପୋଲିସ ଲୋକଙ୍କ ପାଖରେ ନିଜ କଥା ପହଞ୍ଚାଇଥାଏ। ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ନୂଆ ନୂଆ ପ୍ରୟାସ କରିଥାଏ। ଖାସ୍‌ କରି ଯୁବପିଢ଼ିଙ୍କୁ…

୫ ମହଲା କୋଠାରୁ ୨ ନାବାଳିକାଙ୍କୁ ତଳକୁ ଫିଙ୍ଗି ଦେଲା ଯୁବକ, ଘଟଣାର ତଦନ୍ତ ଜାରି

ନୂଆଦିଲ୍ଲୀ : ବିହାରର ପାଟନାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ମାମଲା ବାହାଦୁରପୁର ପୋଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣାପଡିଛି । ଏଠାରେ ଜଣେ ଯୁବକ ଦୁଇ ଝିଅଙ୍କୁ ପାଞ୍ଚ ମହଲା କୋଠାର ଛାତକୁ ନେଇ ତଳକୁ ଫିଙ୍ଗି ଦେଇଛି। ଏଥିରେ ଜଣେ ଝିଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ…

ଚୋରି କରିବାକୁ ଆସିଥିଲା ଚୋର, ଭୋକ ଲାଗିବାରୁ ଖେଚୁଡ଼ି ରାନ୍ଧିଲା ହେଲେ ଖାଇପାରିଲା ନାହିଁ

ଦୁନିଆରେ ବର୍ତ୍ତମାନ ଅଜବ ଅଜବ ଘଟଣା ସବୁ ଘଟୁଛି। ପୁଣି କିଛି ପରିସ୍ଥିତି ଏମିତି ହେଉଛି ଯେ ହୁଏତ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ। ଏବେ ଅନେକ ସ୍ଥାନରେ ଚୋରି ହେଉଥିବା କଥା ଆପଣ ଶୁଣୁଥିବେ। ଖାଲି ଚୋରି ନୁହେଁ ବର୍ତ୍ତମାନ ଅନେକ ଘଟଣା ଘଟୁଛି ଦୁନିଆରେ। ତେବେ ଏମିତି ଏକ ଘଟଣା ଆସାମର…

କରୋନାରେ ୨୬୫ ପୋଲିସ କର୍ମୀଙ୍କ ମୃତ୍ୟୁ, ଗତ ୨୪ ଘଣ୍ଟାରେ ୩୭୦ କୋଭିଡ୍‌ ପଜିଟିଭ୍‌

ବର୍ତ୍ତମାନ ସବୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ କରୋନାର ଶିକାର ହେଉଛନ୍ତି। ଲୋକଙ୍କୁ କରୋନା ନିୟମର ପାଳନ ନେଇ ସଚେତନ କରୁଥିବା ମହାରାଷ୍ଟ୍ର ପୋଲିସ ମଧ୍ୟ କରୋନା ସଂକ୍ରମଣ ଠାରୁ ବର୍ତ୍ତି ନାହିଁ। ରାଜ୍ୟରେ କରୋନା ମହାମାରୀରେ ସଂକ୍ରମିତ ହୋଇ ଇତି…

ମଇଁଷି କ୍ଷୀର ଦେଲାନି ବୋଲି ଥାନାକୁ ଯାଇ ଅଭିଯୋଗ କଲେ ମାଲିକ

ମଇଁଷି କ୍ଷୀର ନ ଦେବାରୁ ଥାନାର ଦ୍ୱାରସ୍ଥ ହେଲା ମାଲିକ। ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶର ଭିଣ୍ଡରୁ। ଏଠାରେ ମଇଁଷି କ୍ଷୀର ନଦେବାରୁ ମଇଁଷିକୁ ଧରି ଥାନାରେ ପହଞ୍ଚିଥିଲା ମାଲିକ। ମାଲିକର ଅଦ୍ଭୁତ ଅଭିଯୋଗ ଶୁଣି ପ୍ରଥମେ ଥାନାଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ…

୨ ବର୍ଷ ଧରି ପ୍ରେମିକାଙ୍କୁ ଦେଉଥିଲା ପ୍ରତାରଣା, ପୋଲିସ ଆଗରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଲା ସତ

ପ୍ରଥମେ ପ୍ରେମ, ତା’ପରେ ପ୍ରତାରଣା । ଏପରି ଏକ ଘଟଣା ସୋସିଆଲ ମିଡିଆରେ ଘୁରି ବିଲୁଛି । ବାସ୍ତବରେ ଆମେରିକା ଜଣେ ଝିଅ ସୋସିଆଲ ମିଡିଆରେ ନିଜ ପ୍ରେମିକର ଶୋଷଣ ବିଷୟରେ ପ୍ରକାଶ କରିଛନ୍ତି। ଗତ ୨ ବର୍ଷ ଧରି ତାଙ୍କ ପ୍ରେମିକା ତାଙ୍କୁ କିପରି ପ୍ରତାରଣା କରିଥିଲେ ଏବଂ କ୍ରମାଗତ ଭାବରେ କିଭଳି…