Browsing Tag

police

ମୃତବ୍ୟକ୍ତିଙ୍କ ଫଟୋ ଉଠାଉଥିଲେ ଫଟୋଗ୍ରାଫର: ହଠାତ୍‌ ଶବରୁ ଶୁଣିବାକୁ ମିଳିଥିଲା ଶବ୍ଦ, ଆଉ ତା’ ପରେ…

କେରଳର ଏର୍ନାକୁଲମ ଜିଲ୍ଲାରେ ଏକ ହସପିଟାଲ ବାହାରେ ପୋଷ୍ଟମର୍ଟମ ପାଇଁ ରଖାଯାଇଥିବା ମୃତ ବ୍ୟକ୍ତିଙ୍କର ଫଟୋ ନେଉଥିଲେ ଜଣେ ଫଟୋଗ୍ରାଫର। ଅଚାନକ ଏକ ଶବ୍ଦ ଆସିଲା। ତା’ ପରେ ଫଟୋଗ୍ରାଫର ଏପରି କାମ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେୁଛି। ଯେଉଁ ସମୟରେ ଫଟୋଗ୍ରାଫର ମୃତବ୍ୟକ୍ତିର…

ପୋଲିସର ମାସ୍କ ଚେକିଂ, ଅମାନିଆଙ୍କ ଉପରେ ପଡିଲା ୫୦୦ ଫାଇନ୍

କେନ୍ଯୁଜ୍: ମାସ୍କ ନ ପିନ୍ଧିଲେ ଘରୁ ବାହାରିବା ମନା। ସାରା ରାଜ୍ଯରେ କଡାକଡି ଭାବେ ଏହି ନିୟମ ପାଳନ କରିବା ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଏସବୁ ପରେ ମଧ୍ଯ ଲୋକମାନେ ଏବେ ବି ସଚେତନ ହେଉନାହାନ୍ତି। କୁଚିଣ୍ଡା ପୋଲିସ ସହରର ବସଷ୍ଟାଣ୍ଡରେ ଯେଉଁ…

ମୁଁ ପାସ କରିନି କିନ୍ତୁ ରାସ୍ତାରେ ଯିବି, ପୋଲିସ ସହ ରାସ୍ତାରେ ଏମିତି ଯୁକ୍ତି କଲେ ଯୁବକ,ପରେ କଣ ହେଲା ଦେଖନ୍ତୁ…

ଭୁବନେଶ୍ବର(କେନ୍ୟୁଜ୍): ରାସ୍ତା ମଝିରେ ପୋଲିସକୁ ପଚାରିଲେ ପାସ୍ କେଉଁଠୁ ମିଳୁଛି। ଶିରିପୁରୁ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା।  ବରମୁଣ୍ଡାରୁ ସୁନ୍ଦରପୁଦ ଯିବା ସମୟରେ ଜଣେ ଯୁବକଙ୍କୁ ଅଟାକାଇଥିଲେ କିଛି  ପୋଲିସ କର୍ମଚାରୀ। ଆଉ ତାପରେ ପୋଲିସ ଉପରେ ନିଆଁବାଣ ହୋଇଯାଇଥିଲେ ଯୁବକ।…

ଆମେରିକାରେ ମୁଣ୍ଡ ଟେକୁଛି ବିଦ୍ରୋହ, ରଙ୍ଗଭେଦକୁ ନେଇ ଚାଲିଛି ବିରୋଧ ପ୍ରଦର୍ଶନ

କରୋନା ମହାମାରୀ ଯୋଗୁଁ ଆମେରିକାରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁବରଣ ହୋଇସାରିଲାଣି। ଅନ୍ୟ ପଟେ ଜଣେ କୃଷ୍ଣକାୟ ନାଗରିକଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ଶ୍ୱେତ ପୁଲିସ୍ ଅଧିକାରୀଙ୍କ ହତ୍ୟାର ଶିକାର ହେବା ପରେ କୃଷ୍ଣକାୟମାନଙ୍କର ବିଦ୍ରୋହ ମୁଣ୍ଡ ଟେକୁଛି। ଦେଶରେ ଏଥିପାଇଁ ବିରୋଧ…

ପୋଲିସକୁ ଦରକାର ସୁରକ୍ଷା, ରାଜଧାନୀରେ ଆଇପିଏସ ଅଫିସରଙ୍କ ଘରୁ ଚୋରି

କେନ୍ୟୁଜ୍ (ବ୍ୟୁରୋ): ପୋଲିସ  ପ୍ରତି ଚୋରର ଉଠିଗଲାଣି ଭୟ। ଚୋର ବି ଆଉ ଖାକି ପ୍ରତି  ରଖୁନି ଡର। ସାନ ସାନ ନୁହେଁ ଏକାବେଳେକେ ବଡ ପୋଲିସ ବାବୁଙ୍କ ଘରୁ  ଚୋରି କରିଛି ଚୋର। ଖୋଦ ସ୍ମାର୍ଟ ସିଟି ଭୁବନେଶ୍ବରରେ ଘଟିଛି ଏଭଳି  ଘଟଣା। ଯେଉଁଠି ଦିବା ରାତି ଅହରହ ପୋଲିସ ପେଟ୍ରୋଲିଂ ହୁଏ।…

ବନମାଳୀପୁୁର ଫାଣ୍ଡି ଅଧିକାରୀଙ୍କ ଦବଙ୍ଗଗିରି: ରାତିରେ ବାହାରେ ବୁଲୁଥିବାରୁ ଯୁବକଙ୍କ ଉପରେ ରାଗିଗଲେ ବାବୁ, ମୁଣ୍ଡରେ…

ନିଆଳି: ବାଲିପାଟଣା ବନମାଳୀପୁୁର ଫାଣ୍ଡି ଅଧିକାରୀଙ୍କ ଦବଙ୍ଗଗିରି । ରାତିରେ ଯୁବକ ବାହାରେ ବୁଲୁଥିବାରୁ ପଞ୍ଚମକୁ ଚଢିଗଲା ରାଗ । ମୁଣ୍ଡରେ ସର୍ଭିସ୍‌ ରିଭରଭର ଲଗାଇ ଉଡାଇ ଦେବାକୁ ଧମକ ଦେଲେ । ଏହା ସହ ଅଶ୍ଳୀଳ ଭାଷାରେ ଧମକ ଦେଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ରାତିରେ ଯୁବକ ନିଜ…

କରୋନା ସହ ଲଢେଇ ପାଇଁ ବିବାହକୁ ଘୁଞ୍ଚାଇଲେ ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀର ମହିଳା ଯୋଦ୍ଧା ଲୀଳାବତୀ

କେନ୍ଦୁଝର (କେନ୍ୟୁଜ) : ନର ସେବା ହିଁ ନାରାୟଣ ସେବା ମନେ କରି କର୍ତ୍ତବ୍ୟ ପାଳନରେ ନିଜ ସମୟକୁ ସମ୍ପୂର୍ଣ୍ଣ ବିନିଯୋଗ କରିଛନ୍ତି ଜଣେ କରୋନା ଯୋଦ୍ଧା। ନିଜ ପରିବାରର ଦାଇତ୍ୱକୁ ଛାଡି ସେ କରୋନା ସଂକ୍ରମଣରୁ ଜନଜୀବନକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇବା ସହିତ ସମାଜିକ…

କଟା ହାତ ଯୋଡ଼ା ହେବା ପରେ ହୋସକୁ ଫେରିଲେ ASI ହରଜିତ ସିଂହ, କହିଲେ “ଖୁବଶୀଘ୍ର ଡ୍ୟୁଟିକୁ ଫେରିବି”

ଯେଉଁ ଦୁର୍ଘଟଣା ହୋଇଗଲା ତାହା ହୋଇଗଲା, କିଛି କଥା ନାହିଁ। ମୁଁ ଖୁବଶୀଘ୍ର ଡ୍ୟୁଟିକୁ ଫେରିବି। ଏହି ବାକ୍ୟ ହେଉଛି ପଞ୍ଜାବ ପୋଲିସର ସେହି ସାହସୀ ଏଏସଆଇ ହରଜିତ ସିଂହଙ୍କର, ଡ୍ୟୁଟି ସମୟରେ କିଛି ଅସାମାଜିକ ବ୍ୟକ୍ତି ଖଣ୍ଡାରେ ଯାହାର ହାତ କାଟି ଦିଖଣ୍ଡ କରିଦେଇଥିଲେ। ଅପରେସନ ପରେ…

ଲକଡାଉନରେ ବି ସ୍ୱଚ୍ଛତାକୁ ଗୁରୁତ୍ୱ, ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବାଣ୍ଟିଲେ ମହିଳା ପୋଲିସ ଅଫିସର

ଲକଡାଉନ ଯୋଗୁ ଦୋକାନ ବନ୍ଦ ରହୁଥିବାରୁ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ସମସ୍ୟା ଦେଖାଯାଉଛି। ଖାସ୍ କରି ମହିଳାମାନଙ୍କୁ ସାନିଟାରୀ ପ୍ୟାଡ଼ କିଣିବାର ଅସୁବିଧା ହେଉଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟରେ ପ୍ୟାଡ଼ ଆସୁନଥିବାରୁ ଗରିବ ମହିଳାମାନେ ଅଧିକ ହଇରାଣ ହେଉଛନ୍ତି। ମହିଳାଙ୍କର…

ହାଇକୋର୍ଟଙ୍କ ରାୟ, ଗାଡ଼ି ଜବତ କରି ପାରିବନି ପୋଲିସ୍‌

କଟକ (କେ ନ୍ୟୁଜ୍‌) : ଲକ୍‌ଡାଉନ୍‌ ବେଳେ ଜବତ ହୋଇ ପାରିବନି ଯାନବାହନ । ପୋଲିସ୍‌ କାହାର ଗାଡ଼ି ଜବତ କରି ପାରିବ ନାହିଁ । ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାୟ ଦେଇଛନ୍ତି ଯେ କୌଣସି ଆଇନ୍‌ ଭଙ୍ଗ କଲେ ପୋଲିସ୍‌ ଗାଡ଼ି…

କନିଆଁ ସାଜି ବସିଥାନ୍ତେ ବେଦିରେ, ୫୦ ଦିନର ଛୁଟି ପାଇଁ ଆବେଦନ ବି କରିଥିଲେ, କିନ୍ତୁ ବିବାହ ଠାରୁ କର୍ତ୍ତବ୍ୟ ଆଗ କହି…

ଦେଶରେ କାରୋନା ଭାଇରସ ପ୍ରକୋପ ବଢ଼ିବାରେ ଲାଗିଛି। କାରୋନାର ଭୟ ଏବଂ ଲକଡାଉନ ମଧ୍ୟରେ ଋଷିକେଶ ମୁନିକିରେତି ଥାନାରେ କାର୍ଯ୍ୟରତ ସବ ଇନ୍ସପେକ୍ଟର ସହିଦା ପରବିନ ନିଜ କର୍ତ୍ତବ୍ୟର ଏକ ଏମିତି ଉଦାହରଣ ହୋଇଛନ୍ତି ଯେ ଆଗାମୀ ପିଢ଼ି ତାଙ୍କୁ ସବୁଦିନ ପାଇଁ ମନେ ରଖିବ। ସାହିଦା ନିଜ ଆଗାମୀ ସୁନ୍ଦର…

ଲୋକଙ୍କୁ ସଚେତନ କରାଇବା ପାଇଁ ପୋଲିସଙ୍କ ନୂଆ ପଦକ୍ଷେପ, ପିନ୍ଧିଲେ ‘କରୋନା ହେଲମେଟ’

ମହାମାରୀ ଭଳି କରୋନା ଭାଇରସକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଚେନ୍ନାଇ ପୋଲିସ ଏକ ସ୍ୱତନ୍ତ୍ର ଉପାୟ ଆପଣାଇଛନ୍ତି। ସୂଚନା ମୁତାବକ ଜଣେ ସ୍ଥାନୀୟ କଳାକାର ଜଣେ ପୋଲିସ ଅଧିକାରୀଙ୍କ ସହ ମିଶି ଲକଡାଉନ ସମୟରେ ଲୋକମାନଙ୍କୁ ରାସ୍ତାକୁ ବାହାରିବା ରୋକିବା ପାଇଁ ଏକ…