Browsing Tag

polio vaccine

ପୁରୀ : ଆଜିଠାରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସର ଶିଶୁ ମାନଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ପୁରୀ (କେନ୍ୟୁଜ):ଜିଲ୍ଲାରେ ଆଜିଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଆଜି ବୁଥ ସ୍ତରରେ ଏବଂ ୨୮ ଓ ମାର୍ଚ୍ଚ ପହିଲାରେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଦିଆଯିବ । ଚଳିତ ବର୍ଷ ଏହି ଅଭିଯାନରେ ଜିଲ୍ଲାର ୧,୮୫,୯୦୧ ଜଣ ଶିଶୁଙ୍କୁ…

କରୋନାକୁ ମାତ୍ ଦେବ ପୋଲିଓ ଟୀକା, ରିସର୍ଚ୍ଚରେ ହେଲା ଖୁଲାସା

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାରତକୁ ମଧ୍ୟ ନିଜ କବ୍ଜାକୁ ନେଇ ସାରିଲାଣି। ଏବେ କରୋନା ସଂକ୍ରମଣ କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି ଭାରତ। ଲୋକମାନେ ନିୟମ ମାନୁନଥିବାରୁ ଏଭଳି ସୃଷ୍ଟି ହେଉଛି। ତେବେ କରୋନା ସଙ୍କଟ ମଧ୍ୟରେ ଏବେ ଏକ ଖୁସି ଖବର ସାମ୍ନାକୁ ଆସିଛି। ମେଡିକାଲ…

ବାଲେଶ୍ୱର: ପୋଲିଓ ଟିକା ନେଇ ୨ ମାସ ଶିଶୁର ମୃତ୍ୟୁ ଅଭିଯୋଗ

ବାଲେଶ୍ୱର(କେନ୍ୟୁଜ୍): ପୋଲିଓ ଟିକା ନେଇ ୨ ମାସ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବାଲେଶ୍ୱର ଖଇରା ଥାନା ରଇଁନ୍ତିରା ଗାଁରେ ଘଟିଛି ଘଟଣା । ଗତକାଲି ଗାଁର ରତ୍ନାକର ଷେଣ୍ଡଙ୍କ ୨ ମାସର ପୁଅକୁ ପୋଲିଓ ସହିତ ଟିକା ଦିଆଯାଇଥିଲା । ଟିକା ନେବାର କିଛି ସମୟ ପରେ…