Browsing Tag

political

ମହାରାଷ୍ଟ୍ର ରାଜନୀତି ସଙ୍କଟ: ୫୦ ବିଧାୟକଙ୍କ ସମର୍ଥନ ଥିବା ଦାବି କଲେ ଶିବସେନା ବିଧାୟକ ଏକନାଥ ସିନ୍ଦେ

ମହାରାଷ୍ଟ୍ର: ଥମୁନି ମହାରାଷ୍ଟ୍ର ରାଜନୀତି। ଖୁବ ଶୀଘ୍ର ମୁମ୍ବାଇ ଫେରିବୁ ବୋଲି କହିଛନ୍ତି ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ। ନିଜ ପାଖରେ ଦଳୀୟ ଓ ସ୍ୱାଧୀନ ୫୦ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। କୌଣସି ବିଧାୟକ ଗୌହାଟୀରେ ଚାପରେ ନାହାନ୍ତି। ସମସ୍ତ ବିଧାୟକ ତାଙ୍କ ସହ ଓ…

ମହାରାଷ୍ଟ୍ରରେ ମହାଡ୍ରାମା, ରାଜନୈତିକ ଅସ୍ଥିରତା ଯୋଗୁ ଭାଙ୍ଗିପାରେ ସରକାର

ମହାରାଷ୍ଟ୍ରରେ ମହାଡ୍ରାମା। ରୋଚକ ମୋଡ଼ରେ ମହାରାଷ୍ଟ୍ରର ରାଜନୀତି। ଘଡ଼ିକେ ଘୋଡ଼ା ଛୁଟୁଛି। ଏକନାଥ ସିନ୍ଦେଙ୍କ ବିଦ୍ରୋହ ଭିତରେ ଆଜି ବ୍ୟାକ୍‌ଫୁଟକୁ ଯାଇଛି ଶିବସେନା। ବଡ଼ ବୟାନ ରଖିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ। ସଞ୍ଜୟ କହିଛନ୍ତି, ମହାବିକାଶ ଅଘାଡ଼ି ମେଣ୍ଟ ସରକାରରୁ ଓହରିବାକୁ…

ବ୍ରଜରାଜନଗରରେ ବଢ଼ିଲା ରାଜନୈତିକ ଉଷ୍ମତା, ବିଧାନସଭା ଆସନର ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ରାଜନୀତି…

(କେନ୍ୟୁଜ): ବ୍ରଜରାଜନଗର ବିଧାନସଭା ଆସନର ଉପନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି । ଏହାପୂର୍ବରୁ ରାଜନୀତି ଜୋର । ବିଜେଡି କହିଛି, ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଥାଏ । ସେଠାକାର ସଙ୍ଗଠନ ଭଲ ରହିଛି ।…

ରାଜନୈତିକ ହତ୍ୟାକାଣ୍ଡ ଅଭିଯୋଗ; ବିଜେପି କର୍ମୀଙ୍କ ଆକ୍ରମଣରେ ବିଜେଡି କର୍ମୀଙ୍କ ମୃତ୍ୟୁ

ଭଦ୍ରକ (କେନ୍ୟୁଜ): ରାଜନୈତିକ ଆକ୍ରୋଶରୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ । ବିଜେପି କର୍ମୀଙ୍କ ଆକ୍ରମଣରେ ବିଜେଡି କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଅଞ୍ଚଳରେ…

ଭାରତର ରାଜନୀତିକୁ ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରକୃତ ରାଜନୈତିକ ଗୁରୁ

ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କିଏ ବା ନ ଜାଣେ । ଖାଲି ଭାରତରେ ନୁହେଁ ସମଗ୍ର ପୃଥିବୀରେ ଜଣେ ଦକ୍ଷ ନେତା ଭାବେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଲେଣି । ୧୯୫୦ ମସିହା ସେପ୍ଟେମ୍ବର ମାସ ୧୭ ତାରିଖରେ ଜନ୍ମ ହୋଇଥିବା ପ୍ରିୟ ପ୍ରଧାନ ମନ୍ତ୍ରୀ ମୋଦି ନିଜ…

ବର୍ଷକ ଭିତରେ ଅସ୍ତ ହୋଇଗଲେ ବିଜେପିର ୪ ତୁଙ୍ଗ ନେତା, ଦଳରେ ବିରାଟ ଶୂନ୍ୟସ୍ଥାନ

ପ୍ରଥମେ ଅଟଳ ବିହାରୀ ବାଜପେୟୀ...ଏହାପରେ ମନୋହର ପାରିକର...ପୁଣି ସୁଷମା ସ୍ୱରାଜ ଆଉ ଏବେ ଅରୁଣ ଜେଟଲି। ୨୦୧୮ ଅଗଷ୍ଟରୁ ୨୦୧୯ ଅଗଷ୍ଟ ଥିଲା ଭାରତୀୟ ଜନତା ପାର୍ଟି(ବିଜେପି) ପାଇଁ ଏକ ଅଶୁଭ ସମୟ। ବର୍ଷକ ଭିତରେ ଦଳ ହରାଇ ଦେଲା ଚାରି ଚାରିଜଣ ତୁଙ୍ଗ ନେତାଙ୍କୁ। ଜଣକ ପରେ ଜଣେ ନେତା ପରଲୋକ ଗମନ…