Browsing Tag

political news

BSP ପ୍ରାର୍ଥୀଙ୍କ ହୃଦ୍‌ଘାତରେ ପରଲୋକ, ମଧ୍ୟପ୍ରଦେଶର ଏହି ଲୋକସଭା ଆସନରେ ସ୍ଥଗିତ ରହିଲା ନିର୍ବାଚନ

ମଧ୍ୟପ୍ରଦେଶର ବେତୁଲରୁ ବିଏସ୍‌ପି ପ୍ରାର୍ଥୀ ଅଶୋକ ଭଲାଭିଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ଦ୍ୱିପ୍ରହରରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।…

ଆଲିଗଡ଼: ବେକରେ ଚପଲ ହାର ପିନ୍ଧି ନିଜ ପାଇଁ ଭୋଟ୍‌ ମାଗୁଛନ୍ତି ଏହି ପ୍ରାର୍ଥୀ, ସହରରେ ଚର୍ଚ୍ଚା

ଗଣତନ୍ତ୍ରରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କାହାକୁ ବାରଣ ନାହିଁ । ଆପଣ ଚାହିଁଲେ ଏକୁଟିଆ ମଧ୍ୟ ବଡ଼ ନେତାଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇପାରିବେ । ଉତ୍ତର ପ୍ରଦେଶର ଆଲିଗଡ଼ରେ ଏମିତି ହିଁ କିଛି ଦେଖିବାକୁ ମିଳିଛି । ମାନବ ଅଧିକାରର ଲଢ଼େଇ ଲଢ଼ୁଥିବା ଭ୍ରଷ୍ଟାଚାର ବିରୋଧୀ ସେନାର…

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ବିଜେପିରେ ମିଶିଲେ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ବିଜେପିରେ ଯୋଗ ଦେଇଛନ୍ତି । ସୋମବାର ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚୌହାନ ବିଜେପିରେ ଯୋଗଦେବା ପୂର୍ବରୁ କହିଥିଲେ କି, ଆଜିଠାରୁ ମୁଁ ମୋର ରାଜନୈତିକ ଜୀବନ ପୁଣିଥରେ ଆରମ୍ଭ କରୁଛି । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…

ଜୟନ୍ତ ଚୌଧୁରୀଙ୍କ ଦଳ NDAରେ ସାମିଲ, ୟୁପିରେ INDIA ମେଣ୍ଟକୁ ବଡ଼ ଝଟ୍‌କା

ରାଷ୍ଟ୍ରୀୟ ଲୋକ ଦଳ (RLD) ସଭାପତି ଜୟନ୍ତ ଚୌଧୁରୀ INDIA ମେଣ୍ଟକୁ ବଡ଼ ଝଟ୍‌କା ଦେଇଛନ୍ତି । ସେ ସୋମବାର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଏନଡିଏ ସହ ଯିବାକୁ ନିଷ୍ପତ୍ତି ନେଇଛି । ଏନଡିଏରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ଚୌଧୁରୀ କହିଛନ୍ତି, ଦଳର ସମସ୍ତ ବିଧାୟକଙ୍କ ସହ ଆଲୋଚନା…

ମହାରାଷ୍ଟ୍ରରେ କଂଗ୍ରେସକୁ ପୁଣି ବଡ଼ ଝଟ୍‌କା, ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ଦଳରୁ ଦେଲେ ଇସ୍ତଫା

ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି । ବାବା ସିଦ୍ଦିକି ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ସିଦ୍ଦିକି ଲେଖିଛନ୍ତି, ‘ମୁଁ ଜଣେ ଯୁବକ ଭାବରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି…

ଗୁଜୁରାଟରେ ପୁଣି ସରକାର ଗଢ଼ିବ ବିଜେପି, ଏଥର ବିଜୟର ସବୁ ରେକର୍ଡ ଭାଙ୍ଗିବ ଶାସକ ଦଳ: ଅମିତ୍‌ ଶାହା

କେନ୍ୟୁଜ୍‌: ଗୁଜୁୁରାଟରେ ୧୮୨ ବିଧାନ ସଭା ଆନ ପାଇଁ ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୧ ଏବଂ ୨ୟ ପର୍ଯ୍ୟାୟ ୫ ଡିସେମ୍ବରରେ ଅନୁଷ୍ଠିତ ହେବ । ଫଳାଫଳ ୮ ଡିସେମ୍ବରରେ ପ୍ରକାଶ ପାଇବ । ଏଥର ନିର୍ବାଚନରେ ବିଜେପି କଂଗ୍ରେସ ବ୍ୟତୀତ ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ…

୬ ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀ ହାଇକୋର୍ଟ ପୂର୍ବତନ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ୬ ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଦିଲ୍ଲୀ ହାଇକୋର୍ଟରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରକୃତରେ ହାଇକୋର୍ଟ…

IAS କ୍ୟାଡରକୁ ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ମତଭେଦ! ପ୍ରତିକ୍ରିୟା ରଖିଲେ ମମତା ବାନାର୍ଜୀ; ଜାଣନ୍ତୁ କେଉଁ…

କେନ୍ଦ୍ର ସରକାର IAS କ୍ୟାଡର ନିୟମ ୧୯୫୪ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯାହାକୁ ନେଇ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ମତଭେଦ ପରିସ୍ଥିତି ସୃଷ୍ଟି ହୋଇଛି। ବାସ୍ତବରେ, ଆଇଏଏସ୍ ଅଧିକାରୀମାନଙ୍କର କେନ୍ଦ୍ରୀୟ ଡେପୁଟେସନ ପାଇଁ କେନ୍ଦ୍ର ସମସ୍ତ ରାଜ୍ୟକୁ ସେମାନଙ୍କ ତାଲିକା…

ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ କଂଗ୍ରେସ ଦେଲା ଟିକେଟ, ୧୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ଜଣ କେବଳ ମହିଳା

ୟୁପି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳର ମହାସଚିବ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ପ୍ରାର୍ଥୀମାନଙ୍କ ସୂଚନା ଜାରି କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, 'ଆମ ତାଲିକାରେ…

ଦିଲ୍ଲୀ JNUରେ ଚାଲିଛି ସେକ୍ସ ଦୁର୍ନୀତି! ସେଠାକୁ ଯାଉଛନ୍ତି ରାହୁଲ ଗାନ୍ଧୀ ଓ ଦୀପିକା ପାଦୁକୋନ; ଏମିତି ବିବାଦୀୟ…

ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ରଘୁରାଜ ସିଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରଘୁରାଜ ସିଂ କହିଛନ୍ତି ଯେ ଜେଏନୟୁରେ ସେକ୍ସ ଦୁର୍ନୀତି ଚାଲିଛି। ଏତିକିରେ ସେ ଅଟକି ନାହାନ୍ତି, ଏପରି କି ସେ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ…

ବାରାଣସୀରେ କିନ୍ନର ନେତାଙ୍କ ବଡ଼ ଘୋଷଣା! ଅଖିଳେଶ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଇବେ ୧୦ ଲକ୍ଷ କିନ୍ନର

ଉତ୍ତର ପ୍ରଦେଶରେ ନିର୍ବାଚନୀ ସରଗରମ ଭିତରେ ବାରାଣସୀରୁ ବଡ଼ ଖବର ସାମ୍ନାକୁ ଆସିଛି। ୨୦୨୨ରେ ୟୁପି ବିଧାନସଭା ନିର୍ବାଚନରେ କିନ୍ନର ସମାଜ ନିଜର ସମର୍ଥନ ଅଖିଳେଶ ଯାଦବଙ୍କୁ ଦେବା ପାଇଁ ଘୋଷଣା କରିଛି। ବାରାଣସୀରେ ପରାଡକର ଭବନରେ ଏକ ପ୍ରେସ୍‌ ବାର୍ତ୍ତାରେ କିନ୍ନର ସମାଜ ନେତା ସଲମାନ…

୧ ଏପ୍ରିଲରୁ ଆରମ୍ଭ ହେବ NPR ପ୍ରକ୍ରିୟା, ସର୍ବପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେବ ନାମାଙ୍କନ

ଆସନ୍ତା ଏପ୍ରିଲ ୧ ତାରିଖରୁ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(NPR) ଅପ୍‌ଡେଟ ପ୍ରକ୍ରିୟା ଆରମ୍ଭ ହେଉଛି। ନୂଆଦିଲ୍ଲୀ ନଗର ନିଗମ(ଏନ୍‌ଡିଏମ୍‌ସି), ଅଞ୍ଚଳର ପ୍ରଥମ ଦେଶବାସୀ ରୂପେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମାଙ୍କନ କରିବ। ଏହି ଦିନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ…