Browsing Tag

polling vehicle accident

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା: ପିଟିହେଲା ଗାଡ଼ି, ଜଣେ ଆହତ

ଛତ୍ରପୁର (କେନ୍ୟୁଜ): ଡିଭାଇଡରରେ ପିଟିହେଲା ଗାଡ଼ି, ଜଣେ ଆହତ । ନିର୍ବାଚନ କାମ ସାରି ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ନିକଟରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୨୦ ପୋଲିସ୍ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।…