pollution increased risk of cancer

ବଢୁଥିବା ପ୍ରଦୂଷଣ କାରଣରୁ ଦୁର୍ବଳ ହେଉଛି ଶରୀରର ଅସ୍ଥି, ବଢୁଛି କ୍ୟାନ୍ସର ଓ ଷ୍ଟ୍ରୋକର ସମସ୍ୟା ଜାଣନ୍ତୁ ଏନେଇ କଣ କହିଲେ ଗବେଷକ

ନୂଆଦିଲ୍ଲୀ: ପ୍ରଦୂଷଣ କାରଣରୁ ଦିନକୁ ଦିନ ଦେଶବାସୀଙ୍କ ଅସ୍ଥି ଦୁର୍ବଳ ହେବାରେ ଲାଗିଛି ଏହାସହିତ ଫୁସଫୁସ କ୍ୟାନ୍ସର, ଷ୍ଟ୍ରୋକ, ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଇତ୍ୟାଦି ସମସ୍ୟା ଦେଖିବାକୁ ମିଳୁଛି…

4 years ago