ସର୍ଜରୀ ପରେ ଷଣ୍ଢ ପେଟରୁ ବାହାରିଲା ୮୦ କିଲୋ ପଲିଥିନ୍ ସହ ଏହିସବୁ ଜିନିଷ
ଗତ ରବିବାର ଦିନ ଗୋକୁଳ ଧାମର ଏସଜିଏମ୍ ନଗରରେ ଏକ ଷଣ୍ଢ ବୁଲୁଥିଲା। ଏସଜିଏମ୍ ନଗରରେ ରହୁଥିବା ସଚିନ ଚୌଧୂରୀଙ୍କ କହିବା ଅନୁଯାୟୀ ଗତ ରବିବାର ଦିନ ଷଣ୍ଢ ବୁଲୁଥିବା ସମୟରେ ସେ ଷଣ୍ଢର ପେଟରେ କଟାଥିବାର ଲକ୍ଷ୍ୟ କରିଥିଲେ। କଟାଥିବା ସ୍ଥାନରୁ ପଲିଥିନ ବାହାରିଥିବାର ସେ ଦେଖିଥିଲେ।…