Browsing Tag

polythine in goat stomach

ଗର୍ଭବତୀ ଛେଳି ପେଟରୁ ଦୁଇଟି ମଲା ଛୁଆ ସାଙ୍ଗେ ବାହାରିଲା ୫ କେଜି ପଲିଥିନ, ଡାକ୍ତର କଲେ ବିରଳ ଅସ୍ତ୍ରୋପଚାର

ଭଦ୍ରକ(କେନ୍ୟୁଜ୍): ଗୋଟିଏ ଛେଳି ପେଟରୁ ବାହାରିଲା ୫ କେଜି ଓଜନର ପଲିଥିନ। ଅପରେସନ ପରେ ଛେଳି ପେଟରୁ ବାହାରିଲା ଏହି ପଲିଥିନ। ଏଭଳି ଘଟଣା ଦେଖାଯାଇଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳୀ ପଞ୍ଚାୟତ ଶାନ୍ତିନଗରରେ। ଏଠାରେ ଲିପୁ ଗୋଟ ଫାର୍ମରେ ତିହିଡି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା…