ଗାଧୁଆ ହେଲା କାଳ, ପୋଖରୀରେ ବୁଡ଼ି ୨ ସାଙ୍ଗ ମୃତ
ବାସୁଦେବପୁର : ଗାଧୁଆ ହେଲା କାଳ । ପୋଖରୀରେ ବୁଡ଼ି ୨ ମୃତ । ଏକାସଙ୍ଗେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ । ବାସୁଦେବପୁର ରାଧାଲପୁର ଗୁଆ ଗାଁରେ ଏପରି ଅଘଟଣ ଘଟିଛି । ଦୁଇ ସାଙ୍ଗ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ ।
ସୂଚନା ଅନୁସାରେ ଆଜି ବାସୁଦେବପୁର ପୌରପାଳିକା ରାଧାବଲଭପୁର ଗାଁର ୨ ସାଙ୍ଗ…