Browsing Tag

pond

ସହରବାସୀଙ୍କ ଅପେକ୍ଷାର ଅନ୍ତ ଘଟିଲା, କାମାକ୍ଷାନଗର ସୌନ୍ଦର୍ଯ୍ୟ ପୃଷ୍ଠାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ

କାମାକ୍ଷାନଗର (କେନ୍ୟୁଜ): ଆଜିର ବ୍ୟସ୍ତ ବହୁଳ ସମୟ ଭିତରେ ଟିକିଏ ଫୁରସତ ମିଳିଲେ ସମସ୍ତେ ଚାହାଁନ୍ତି ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରପୂର ଥିବା ସ୍ଥାନ ବୁଲି ଆସିବେ । ନିରୋଳାରେ ପରିବାର ସହ ବସି ସମୟ କାଟିିବାକୁ ସମସ୍ତେ ଚାହାନ୍ତି । ଏଭଳି କଳ୍ପନାକୁ କାମାକ୍ଷାନଗର ଏନଏସି ତରଫରୁ ବାସ୍ତବ…

ପୋଖରୀରେ କୁମ୍ଭୀର, ମାଛ ଘେରିରୁ ଧରିଲେ ଗାଁଲୋକ

ରାଜନଗର( କେନ୍ୟୁଜ): ମାଛ ବଦଳରେ ଜାଲରେ ପଡିଲା କୁମ୍ଭୀର । କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ ଲାଗି ରହିଥିବା ବେଳେ ରାଜନଗର ପେଣ୍ଠ- ଖଣ୍ଡମରା ରାସ୍ତା ନିକଟରେ ଥିବା ପୋଖରୀରୁ କୁମ୍ଭୀରକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ଖବର ଅନୁଯାୟୀ ପୋଖରୀରେ ଫାଶ ବସେଇ ଥିବା ବେଳେ ପେଣ୍ଠ ମାଛ…

ପାର୍କରେ ବୁଲିବାକୁ ଯାଇ ବୁଡ଼ି ଗଲେ, ପୋଖରୀରୁ ୨ ଭାଇଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର (କେନ୍ୟୁଜ): ପୋଖରୀରେ ମୃତଦେହ । ଭାସୁଛି ଦୁଇ ଭାଇଙ୍କ ମୃତଦେହ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ପୋଖରୀରୁ ମିଳିଛି ମୃତଦେହ । ମୃତକମାନେ ହେଲେ କେ. ରଙ୍ଗା ଆଚାରି ଓ କେ. ଜନାର୍ଦ୍ଦନ ଆଚାରି । ପୋଖରୀରେ ମୃତଦେହ ଭାସୁଥିବା ଦେଖି…

କଣ୍ଟାବାଞ୍ଜି: ଖଲିଆମୁଣ୍ଡା ପୋଖରୀ ପାଖରୁ ନରକଙ୍କାଳ ଠାବ : ପୋଲିସର ତଦନ୍ତ ଜାରି

କଣ୍ଟାବାଞ୍ଜି (କେନ୍ୟୁଜ): ପୋଖରୀରୁ ନରକଙ୍କାଳ ଠାବ। କଣ୍ଟାବାଞ୍ଜି ମୁରିବାହାଲ ଥାନା ଭୋଇପଡ଼ା-ଗୁରୁଣ୍ଡା ରାସ୍ତା ଖଳିଆମୁଣ୍ଡାରେ ଥିବା ଏକ ପୋଖରୀରୁ ଠାବ ହୋଇଛି ନରକଙ୍କାଳ। ତା ସହିତ ଏକ ବାଇକ୍‌ ମଧ୍ୟ ମିଳିଛି। ନରକଙ୍କାଳଟି ଟିଟିଲାଗଡ଼ ଥାନା କୁମ୍ଭୀପଡା ଗାଁର ନରେଶ ବାଗଙ୍କର। ଗତ ଡିସେମ୍ବର…

ପୋଖରୀରେ ବୁଡି ୩ ବର୍ଷର ଶିଶୁ ମୃତ, ପରିବାରରେ ଖେଳିଯାଇଛି ଶୋକର ଛାୟା

ଆନନ୍ଦପୁର (କେନ୍ୟୁଜ): ଆନନ୍ଦପୁର ଥାନା ବଳଦୁଆଁ ଗାଁରେ ଘଟିଛି ଅଘଟଣ। ଗାଁର ରବିନ୍ଦ୍ର ଖଣ୍ଡାଙ୍କ ତିନିବର୍ଷର ନାବାଳକ ପୁଅ ପୋଖରୀରେ ବୁଡି ମୃତ। ସୂଚନା ଅନୁଯାୟୀ ନାବାଳକ ପୁଅଟି ଘରେ ମା ପାଖରେ ଶୋଇଥିବା ବେଳେ ଅଚାନକ଼୍ ଉଠି ବାହାରକୁ ଚାଲିଯାଇଥିଲା । ଅସାବଧାନତା ବଶତଃ ଘର ନିକଟରେ ଥିବା…

ପୋଖରୀକୁ ଯାଇଥିଲେ ଗାଧୋଇବା ପାଇଁ, ଖସିଗଲା ଗୋଡ: ପାଣିରେ ବୁଡି ମହିଳାଙ୍କ ମୃତ୍ୟୁ

ଘଟଗାଁ (କେନ୍ୟୁଜ): ଗୋଡ ଖସି ପୋଖରୀର ଗଭୀର ପାଣିରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଶୁଳି ଗ୍ରାମରେ । ମୃତ ମହିଳା ଗ୍ରାମର ଜିଙ୍ଗି ମୁଣ୍ଡା (୫୦) ବୋଲି ଜଣାପଡିଛି । ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗଭୀର…

କେନ୍ଦ୍ରାପଡା: ଡଙ୍ଗା ଗୋଟାଇବା ବେଳେ ପାଣିରେ ବୁଡି ୨ ଭଉଣୀଙ୍କ ସଲିଳ ସମାଧି

କେନ୍ଦ୍ରାପଡା (କେନ୍ୟୁଜ): ଦୁଇ ଭଉଣୀଙ୍କ ସଲିଳ ସମାଧି। ଡଙ୍ଗା ଗୋଟାଇବା ବେଳେ ବୁଡିଗଲେ ୨ ଭଉଣୀ। କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ଗାଁରେ ଏହି ଅଘଟଣ ଘଟିଛି। ଆଜି ସକାଳୁ ଦୁଇ ଭଉଣୀ କାର୍ତ୍ତିକ ପୂର୍ଣ୍ଣିମାରେ ଭସା ଯାଇଥିବା ଡଙ୍ଗା ଗୋଟାଇବାକୁ ପୋଖରୀକୁ ଯାଇଥିବାବେଳେ ବୁଡି ଯାଇଥିଲେ।…

କେନ୍ଦୁଝର ଜିଲ୍ଲାରେ ଆଦର୍ଶ ପୋଖରୀ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ୍, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଢୁଛି…

କେନ୍ଦୁଝର: ଆଦର୍ଶ ପୋଖରୀ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମନୋହରପୁର ପଞ୍ଚାୟତରୁ ଆସିଛି ଅଭିଯୋଗ । ଚକ୍ରଧରପୁର ଠାରେ ପୋଖରୀ ଉନ୍ନତିକରଣ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା…

ଗଂଜାମ: ଗାଁ ପୋଖରୀରେ ଏନଆରଜିଏସ କାମ ଚାଲିଥିବା ବେଳେ ବିସ୍ଫୋରଣ, ୩ ଶ୍ରମିକ ଆହତ

ଗଂଜାମ(କେନ୍ଯୁଜ୍): ଗଂଜାମ ଜିଲ୍ଲା କବିସୂର୍ଯ୍ଯନଗର ଥାନା ବାଉଁଶିଆ ନୂଆପଲ୍ଲୀ ଗାଁ ପୋଖରୀରେ ଏକ ଏନଆରଜିଏସ କାମ ଚାଲିଥିବା ବେଳେ  ତିନି ଜଣ ଶ୍ରମିକ ଆହତ ହୋଇଛନ୍ତି। ଏନଆରଜିଏସ କାମ ଚାଲିଥିବା ବେଳେ ବିସ୍ଫୋରଣ ଘଟି ତିନି ଜଣ ଶ୍ରମିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଆହତ ବ୍ଯକ୍ତିଙ୍କୁ ପୋଲସରା…

ବାଲେଶ୍ବର: ପୋଖରୀରେ ବୁଡି ଦୁଇ କୁନି ସାଙ୍ଗ ମୃତ, ଗାଁରେ ଶୋକର ଛାୟା

ବାଲେଶ୍ୱର: ବସ୍ତା ଥାନା ଅନ୍ତର୍ଗତ ବଗଚରା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପୋଖରୀରେ ଗାଧୋଉଥିବା ବେଳେ ୨ ଶିଶୁ କନ୍ୟା ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ମୃତ ଶିଶୁ ମାନେ ହେଲେ ବାଲେଶ୍ବର ବସ୍ତା ଥାନା ଅନ୍ତର୍ଗତ ସୋଲପଟା ବଗଚରା ଗ୍ରାମର ଅନୁକୁଳ ପରମାଣିକଙ୍କ ୬ବର୍ଷର ଝିଅ…

ଗାଧୋଇବା ହେଲା କାଳ : ପୋଖରୀରେ ବୁଡି ଦୁଇ ଭଉଣୀ ମୃତ

ଢେଙ୍କାନାଳ : ପୋଖରୀରେ ଗାଧୋଇବା ହେଲା କାଳ। ବୁଡିଗଲେ ଦୁଇ ଭଉଣୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତୁମୁସଂଗା ଥାନା କନ୍ତିଓ ପୁଟସାହି ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ , ପୋଖରୀରେ ଗାଧଉଥଇବା ବେଳେ ଦୁଇ ଭଉଣୀ ବୁଡି ଯାଇଥିଲେ। ତୁରନ୍ତ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅଁଳାବେରେଣୀ…