ଛୋଟ ଡ୍ରେସ ଓ ଚପ୍ପଲରେ ଗଣେଶ ପ୍ରତିମାଙ୍କ ସହ ପୂଜା ବାତ୍ରାଙ୍କ ଫଟୋ ପୋଜ୍ ଦେଖି ରାଗିଲେ ଲୋକେ, ଶୁଣାଇଲେ ଏମିତି କଥା
ଅଭିନେତ୍ରୀ ପୂଜା ବାତ୍ରା ନିଜର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଛାଡିଥିବା ଏକ ଫଟୋ ପୋଜ୍କୁ ନେଇ ଲୋକେ ରାଗି ନିଆଁ ବାଣ ହୋଇଛନ୍ତି । ରେଷ୍ଟୁରାଣ୍ଟରେ ଲାଗିଥିବା ଭଗବାନ ଗଣେଶଙ୍କ ପ୍ରତିମା ନିକଟରେ ପୂଜା ଚପ୍ପଲ ପିନ୍ଧି ଏହି ଫଟୋ ପୋଜ୍ ଦେଇଥିଲେ । ଲୋକେ ପୂଜାଙ୍କ ଏପରି ଛୋଟ ଡ୍ରେସ୍ ପିନ୍ଧି…