ଶାହାରୁଖ ଖାନ୍ଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କୁ ମୁମ୍ବାଇ ପୋଲିସର ସମନ୍, ଦେହ ଖରାପ ଥିବା କହି ମାଗିଲେ ସମୟ
ବଲିଉଡ୍ର କିଙ୍ଗ୍ ଶାହାରୁଖ ଖାନ୍ଙ୍କ ମ୍ୟାନେଜର ପୂଜା ଦଦଲାଲୀଙ୍କୁ ସମନ। ମୁମ୍ବାଇ ପୋଲିସର ସ୍ପେଶାଲ ଇନ୍ଭେଷ୍ଟିଗେଟିଭ୍ ଟିମ୍ (ଏସ୍ଆଇଟି) ପକ୍ଷରୁ ପୂଜାଙ୍କୁ ଏହି ସମନ ପଠାଯାଇଛି। ମୁମ୍ବାଇ ପୋଲିସ ଏବେ କିରଣ ଗୋସାବୀ ଟଙ୍କା ଆଦାୟ ମାମଲାର ତଦନ୍ତ କରୁଛି। ଏହି ମାମଲାର କିଛି…