‘ଏକ୍ସ ବୟଫ୍ରେଣ୍ଡ ହିଁ ଲିକ୍ କରିଥିଲେ ମୋ ବାଥ୍ରୁମ ଭିଡିଓ’, ବହୁ ବର୍ଷ ପରେ ଇଣ୍ଟରଭ୍ୟୁରେ ପୁନମ୍ ପାଣ୍ଡେଙ୍କ…
ପୁନମ୍ ପାଣ୍ଡେ ଇଣ୍ଡଷ୍ଟ୍ରୀର ବିବାଦୀୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ପ୍ରାୟତଃ କିଛି ନା କିଛି ବିବାଦକୁ ନେଇ ସେ ଚର୍ଚ୍ଚାରେ ଥାଆନ୍ତି । ଏବେ ପୁଣି ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କିଛି ବର୍ଷ ତଳେ ସୋସିଆଲ ମିଡିଆରେ ତାଙ୍କର ବାଥ୍ରୁମ ଭିଡିଓ ଲିକ୍ ହୋଇଥିଲା । ପୁନମ୍ଙ୍କର…