ଭେଣ୍ଡିଆ ପୁଅର ମୃତ୍ୟୁ ପରେ ବେସାହାର ପରିବାର, ଝିଅ ରୋଜଗାର ଉପରେ କରୁଛନ୍ତି ନିର୍ଭର
ସାଲେପୁର: କଥା କହୁ କହୁ ମାଉସୀଙ୍କ ଆଖିରୁ ବହି ଯାଉଛି ଧାର ଧାର ଲୁହ । ଶିଥିଳ ଚେହେରା ଜଣାଉଛି ପେଟର ଭୋକ । ଭେଣ୍ଡିଆ ପୁଅର ମୃତ୍ୟୁ ପରେ ଝିଅ ରୋଜଗାରରେ ଚଳୁଛି ପରିବାର । ମୁଣ୍ଡ ଗୁଞ୍ଜିବାକୁ ନାହିଁ ଭଲ ଘର ଖଣ୍ଡେ । ଝୁମ୍ପୁଡ଼ି ଘରେ ଦିନ କାଟୁଛନ୍ତି ଫୁଲ ମାଉସୀଙ୍କ ପରିବାର । ସରକାରୀ…