Browsing Tag

poor family need help

ଦୁଇଟି କିଡନୀ ହରାଇ ଶଯ୍ୟାସାୟୀ ସତ୍ୟସାର୍ଥକ, ସାହାଯ୍ୟ ଅପେକ୍ଷାରେ ଅସହାୟ ପରିବାର

ଜଗତସିଂହପୁର(କେନ୍ୟୁଜ): କାନ୍ଥରୁ ଲିଭିନି ବାହାଚିତା । ସତ୍ୟସାର୍ଥକ ସହିତ ଝିଲିନା । ଏଇତ ବିବାହକୁ ଅଢେଇ ବର୍ଷ ହେଲା । ହେଲେ ଖୁସିର ସଂସାରରେ ଲାଗିଗଲା କାହା ନଜର । ଘରେ ବୃଦ୍ଧ ବାପା, ସ୍ତ୍ରୀ ଓ ୧୩ ମାସର ଝିଅଙ୍କୁ ନେଇ ସତ୍ୟସାର୍ଥକଙ୍କ ପରିବାର । ହେଲେ ଏପଟେ କିନ୍ତୁ ରୋଗ ଶଯ୍ୟାରେ ଛଟପଟ…

ସରକାରୀ ସହାୟତାକୁ ଚାତକ ପରି ଚାହିଁ ବସିଛନ୍ତି ଏହି ଅସହାୟ ପରିବାର, ଦୁଃଖ ଶୁଣିଲେ ଛାତି ଫାଟିଯିବ

କାଲିମେଳା(କେନ୍ୟୁଜ୍): ଜୀବନର ଚଲାପଥରେ ଅନେକ ସମସ୍ଯା ସାମ୍ନା କରିବାକୁ ପଡିଥାଏ । ମଣିଷ ଜୀବନରେ କେତେବେଳେ କଣ ଘଟିବ କହିବା ମୁସ୍କିଲ । ପରିସ୍ଥିତି ଆଣି କେଉଁଠୁ କେଉଁଠି ଠିଆ କରିବ କିଏ ବା କହିବ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍‌. ଭି-୯୦ ଗ୍ରାମରେ ଏମିତି ଏକ ପରିବାର ଅଛି…

ଆଗ ପଛ ହୋଇ ଦୁଇ ପୁଅଙ୍କ ଗୋଡ ହୋଇଗଲା ବଙ୍କା, ପୁଅ ଦୁହିଁଙ୍କ ବିକଳାଙ୍ଗ ଅବସ୍ଥା ଦେଖି ଚିନ୍ତାରେ ବାପା ମା

କେନ୍ଦ୍ରାପଡା (କେନ୍ୟୁଜ) : ଖୁସି ଯେ କେତେବେଳେ ଦୁଃଖରେ ବଦଳିଯିବ ତାହା କେହି କହିପାରିବେନାହିଁ। ମଣିଷ ଜୀବନରେ ଖୁସି ଯେ ଚିରସ୍ଥାୟୀ ଏଇଟା ପୂର ସତ। କାହିଁକିନା ଦୁଃଖ କେତେବେଳେ ଯେ କାହା ଜୀବନରେ ଆସିବ ତାହା କେହି ଜାଣନ୍ତିନି। କେନ୍ଦ୍ରାପଡା ଦୁମୁକା ଗାଁର ସାରଦା ପ୍ରସନ୍ନ କର ଙ୍କର…

ସେ ଦୃଷ୍ଟିହୀନ କିନ୍ତୁ ତାଙ୍କ ସଙ୍ଗୀତ ଅତି ସୁମଧୁର

କଂଟାମାଳ (କେନ୍ୟୁଜ) : କୁହାଯାଏ ମଣିଷର ଗୋଟିଏ ଇନ୍ଦ୍ରିୟ ଅକାମୀ ହୋଇଗଲେ ତାର ଅନ୍ୟ ସବୁ ଇନ୍ଦ୍ରୀୟ ସବଳ ହୋଇଯାଏ। ଏଥିପାଇଁ ଭଗବାନ ତାଙ୍କୁ ଦୃଷ୍ଟିହୀନ କରି ଜନ୍ମ ଦେଇଥିଲେବି ତାଙ୍କ ଭିତରେ ଜନ୍ମ ନେଇଛି କଳାା ଯେଉଁଥିପାଇଁ ଏବେ ସେ ସମସ୍ତଙ୍କର ପ୍ରୀୟ ହୋଇପାରିଛନ୍ତିା ବୌଦ୍ଧ ଜିଲ୍ଲା…

ଅସ୍ୱାଭାବିକ ଭାବେ ବଢୁଛି ପେଟ, ଯନ୍ତ୍ରଣାରେ ଛଟପଟ ହେଉଛି ୮ ବର୍ଷର କୁନି ପୁଅ ତ୍ରିପତି

ନବରଙ୍ଗପୁର (କେନ୍ୟୁଜ): ଧାର ଧାର ହୋଇ ଆଖିରୁ ଝରି ପଡୁଛି ଲୁହ। ଆଉ ଲୁହ ଧାର ଗଡ଼ାଇ ଏ କୁନି ପିଲାଟି ଯେମିତି କହୁଛି ମୁଁ କଣ ଭଲ ହେବିନି। ଯନ୍ତ୍ରଣା କଣ ସବୁବେଳେ ସବୁ ମୁହୂର୍ତ୍ତରେ ମୋତେ ଏମିତି ମାରି ଚାଲିଥିବ। ଥରେ ଏ ପିଲାଟିକୁ ଦେଖନ୍ତୁ ଜୀବନର ମାନେ କଣ ଦୁନିଆ କଣ ଭଲ ଭାବେ ଜାଣିନଥିବା…

ଆଜିର ମହଙ୍ଗା ଯୁଗରେ ମାତ୍ର ୧୫୦୦ ଟଙ୍କାରେ ଚଳୁଛନ୍ତି ତିନି ପ୍ରାଣୀ

ଜୟପୁର (କେନ୍ୟୁଜ) : ବୟସର ଅପରାହ୍ନରେ ବୃଦ୍ଧ ମାବାପାଙ୍କ ମୁଣ୍ଡରେ ସନ୍ତାନର ବୋଝ। ଆଉ ତୁଳାଇ ଚାଲିଛନ୍ତି ନିଜ ଦାୟିତ୍ବ ଆଉ କର୍ତ୍ତବ୍ୟ। ଅଭାବର ଦୟନିୟ ପରିସ୍ଥିତିରେ ବିଡମ୍ବନାର କୋହକୁ ଲୁଚାଇ ବଛିଞ୍ଚନ୍ତି ତିନି ପ୍ରାଣୀ । ଧୁଡୁଧୁଡୁ ଚମ ପାଚିଲା ଚୂଟି, ଅଣ୍ଟାବି ନଇ ଗଲାଣି ଯାହା…

ଏହି ଦମ୍ପତିଙ୍କ ଉପରେ ଲଦି ପଡିଛି ଦୁଃଖର ପାହାଡ, ଏବେ ସାହାଯ୍ୟ ଅପକ୍ଷୋରେ

ନରସିଂହପୁର (କେନ୍ୟୁଜ) : ସୁଖର ସଂସାର ଟିଏ ଗଢିବା ପାଇଁ କିଏ ବା ନଚାହେଁ | ହେଲେ ସଂସାର ଗଢିବା ପାଇଁ ସମସ୍ତଙ୍କୁ କିଛିନା କିଛି ପରିଶ୍ରମ କରିବାକୁ ପଡିଥାଏ | କିନ୍ତୁ ସୁଖର ସଂସାର ଗଢିବା ପାଇଁ ଚେଷ୍ଟା କରୁ କରୁ ଚାଲି ଆସିଲା ଦୁଃଖର ମହାସାଗର। ଆଜି ଆମେ ଯେଉଁ ଦୃଶ୍ୟ ଆପଣଙ୍କୁ ଦେଖାଇବୁ…

୨୨ ବର୍ଷର ଭେଣ୍ଡିଆ ପୁଅ ମୃତ୍ୟୁ ସହ କରୁଛି ସଂଗ୍ରାମ, ଏବେ ଖାଲି ସାହାଯ୍ୟକୁ ଭରସା

 ଟାଙ୍ଗି(କେନ୍ୟୁଜ) : ଇଞ୍ଜିନିୟରିଂ ପଢ଼ୁଥିଲା, ଭଲ ପାଠ ବି ପଢ଼ୁଥିଲା। ସାଙ୍ଗ ସାଥି ସହ ଖେଳୁଥିଲା ବୁଲୁଥିଲା। ସମସ୍ତଙ୍କ ଭଳି ଆଖିରେ ଆଖିଏ ସ୍ୱପ୍ନ ଦେଖିଥିଲେ ପରିବାରର ଏକମାତ୍ର ଗେହ୍ଲା ପୁଅ ଜଗନ୍ନାଥ। କିନ୍ତୁ ବୋଧହୁଏ ଦଇବ କିଛି ଅଲଗା ଚାହୁଁଥିଲା। ସେଥିପାଇଁ ତ ଥାଲେସିମିଆ ଭଳି…

ଦେହରେ ରୋଗ ଘରେ ଦାରିଦ୍ର୍ୟ, ୫୦୦ ଟଙ୍କା ଆଉ ଦଶ କେଜି ଚାଉଳରେ ଚଳୁଛନ୍ତି ଏହି ଭାଇ ଭଉଣୀ

ଭଞ୍ଜନଗର (କେନ୍ୟୁଜ) : ଆଜିର ମହଙ୍ଗା ଦୁନିଆରେ ଦୁଇ ପ୍ରାଣୀ ମାତ୍ର ୫୦୦ ଟଙ୍କା ଆଉ ୧୦ କେଜି ଚାଉଳରେ ଚଳି ପାରିବେ କି? ତାହେଲେ ଏହି ଭାଇ ଭଉଣୀ ଦୁହେଁ କେମିତି ଚଳୁଥିବେ ଭାବନ୍ତୁ । ଅସହାୟ ସେମାନେ । ତା ସହିତ ଦଇବ ବି ସେମାନଙ୍କୁ ଯେମିତି କଷ୍ଟ ଦେବାକୁ ଜନ୍ମ ଦେଇଛି । ଏମାନଙ୍କ ଜୀବନ ଏଯାଏ…

୩ଟି ପୁଅ ଥାଇବି ଅଲୋଡା ଏହି ବାପା ମାଆ, ଦୁଃଖ ଦେଖିଲେ ଆଖିରେ ଆସିଯିବ ଲୁହ

ଚାନ୍ଦବାଲି (କେନ୍ୟୁଜ) : ବାପା-ମାଆ, ଏମାନେ ଏମିତି ଯାହାକୁ ଆମେ କୌଣସି ବି ମୂଲ୍ୟ ଦେଇ କିଣିପାରିବାନି। ଏମାନେ ଅମୂଲ୍ୟ, ଦୁନିଆରେ ସବୁକିଛି ମିଳିପାରିବ ହେଲେ ବାପା ମାଆ ମିଳିପାରିବେନି। ଏ ସ୍ୱାର୍ଥପର ଦୁନିଆରେ କେବଳ ଏହି ଦୁଇ ଜଣ ଯିଏ ବିନା ସ୍ୱାର୍ଥରେ ନିଜ କର୍ତ୍ତବ୍ୟକୁ ତୁଲାଇଥାନ୍ତି।…

କାଲିମେଳାର ଏହି ଅସହାୟ ଭାଇ ଭଉଣୀଙ୍କୁ ସହାୟ ହେବ କିଏ?

ମାଲକାନଗିରି (କେନ୍ୟୁଜ) : ଏଇ ଝିଅଟି ଜାଣିଛି ବାପା ମା ହରାଇବାର ଦୁଃଖ । କାରଣ ଏବେ ବଞ୍ଚିବାକୁ ସଂଘର୍ଷ କରିବାକୁ ପଡୁଛି ପ୍ରତି ମୁହୂର୍ତ୍ତରେ । ସାଙ୍ଗରେ ଭାଇଟିଏ ଅଛି । ଆଉ ଏତେ ବଡ ଦୁନିଆରେ ଏକା ହୋଇ ଯାଇଛନ୍ତି ଏହି ବାପା ମାଆ ଛେଉଣ୍ଡ ଦୁଇଜଣ । ଗଣ୍ଡାଏ ଖାଇବାକୁ ଦେବାକୁ ବି କେହି…

କଅଁଳ କାନ୍ଧରେ ଜୀବନ ବୋଝ, ଅନାଥ ହୋଇଗଲେ ଦୁଇ ଶିଶୁ

ଆଠଗଡ (କେନ୍ୟୁଜ) : କଅଁଳ କାନ୍ଧରେ ଜୀବନ ବୋଝ। ବାପାମା’ଙ୍କୁ ହରାଇ ଦୁଇ ଅନାଥ ଦୁଇ ଭଉଣୀ ଏବେ ବେସାହାରା। ସାହି ପଡ଼ିଶାର ସହାନଭୁତି ଏବେ ସେମାନଙ୍କର ବଞ୍ଚିବାର ରାହା ପାଲଟିଛି। ଆଠଗଡ ତିଗିରିଆ ବ୍ଳକର ନିଜିଗଡ଼ ପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ଶାସନ କଦଳିବାଡ଼ି ସବର ସାହିର ପ୍ରଭାକର ଦେହୁରୀ।…