Browsing Tag

poor people need help

ପୁଅ ପଡିଛି କୋମାରେ, ଚିକିତ୍ସା ପାଇଁ ସବୁକିଛି ବିକ୍ରି ପରେ, ଏବେ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ବୃଦ୍ଧ ବାପା ମାଆ

ଜଳେଶ୍ୱର (କେନ୍ୟୁଜ) : ବାବୁ କିଛି ସାହାଯ୍ୟ କର ବାବୁ, ମାଆ କିଛି ସାହାଯ୍ୟ କର, ଆପଣଙ୍କ ସାହାଯ୍ୟରେ ମୋ ପୁଅ ବଞ୍ଚିଯିବ, ତାର ଅପରେସନ ହେବ। ଦୟାକରନ୍ତୁ ଟିକେ, ମୋ ପୁଅର ଚିକିତ୍ସା ପାଇଁ କିଛି ସାହାଯ୍ୟ କର, ଗଣ୍ଡେ ଭିକ ଦିଅ ବାବୁ। ହସ୍ପିଟାଲ ବେଡରେ ପଡିଥିବା ପୁଅର ଫଟୋ କୁ ଧରି ଏମିତି…

ସ୍କୁଲ ବାରଣ୍ଡାରେ ଜୀବନ ବିତାଉଛନ୍ତି କଅଁଳ ଦୁଇ ଶିଶୁ

ରେଢ଼ାଖୋଲ (କେନ୍ୟୁଜ) : ମୁଣ୍ଡରେ ଚାଳ ନାହିଁ, ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ। ସ୍କୁଲ ବାରଣ୍ଡାରେ ବିତୁଛି ଜୀବନ। ଆଜିକୁ ପାଞ୍ଚ ଦିନ ହେଲାଣି ସ୍କୁଲ ବାରଣ୍ଡାରେ ଜୀବନ ବିତୁଛି ଦୁଇ ନାତି ସହ ବୃଦ୍ଧ ଅଜା ଆଇଙ୍କର । ଗତ ଲଗାଣ ବର୍ଷାରେ ଘର ଭାଙ୍ଗି ଯିବାରୁ ନିରାଶ୍ରୟ ହୋଇ ଗାଁ ସ୍କୁଲ…

୩୦ ବର୍ଷର ଭେଣ୍ଡିଆ ପୁଅ କାଟୁଛି ବନ୍ଦୀ ଜୀବନ, ମା କରୁଛି ଆକୁଳ ନିବେଦନ

ଚୌଦାର (କେନ୍ୟୁଜ) : ମୁଁ ଆଉ ପାରୁନି, କେତେ ଦୁଃଖ ଦେଉଛ ପ୍ରଭୁ। ମୋ ପାଇଁ ଏତେ ନିଷ୍ଠୁର କାହିଁକି? ଏମିତି ଅନେକ କଥା କହି ଗୁମୁରୀ ଗୁୁମୁରୀ କାନ୍ଦୁଛି ଏହି ମାଆଟି। ଜୀବନ ସହିତ ସଂଘର୍ଷ କରି ବଞ୍ଚିବାରେ ବିଫଳ ହେବା ପରେ ସହୟତାର ହାତ ବଢାଇବାକୁ ଆକୁଳ ନିବେଦନ କରିଛନ୍ତି ଜଣେ ବୃଦ୍ଧ ମା ।…

ବୟସର ଅପରାହ୍ନରେ ପାଗଳା ପୁଅକୁ ଧରି ବରଡା ପତ୍ର ଘରେ ରହୁଛନ୍ତି ବୃଦ୍ଧା ମାଆ

ଭଦ୍ରକ (କେନ୍ୟୁଜ) : ବହୁତ ଏମିତି ଲୋକ ଅଛନ୍ତି ଯେଉଁମାନେ ଆଜିବି ଗରିବ ରେଖାରେ ଜୀବନ ଜିଉଁଛନ୍ତି। ଖାଦ୍ୟ କହିଲେ ଲୁଣ ପଖାଳ ଆଉ ବାସଗୃହ କହିଲେ ବରଡା ପତ୍ର ଘର। ଏମାନଙ୍କୁ ଦେଖିଲେ ବହୁତ ଦୁଃଖ ଲାଗିବ। ଆଉ ଆପଣ ଭାବିବେ ସତରେ କେତେ ଦୁଃଖ କଷ୍ଟରେ ବଞ୍ଚୁଛନ୍ତି ଏମାନେ। ଏଭଳି ଏକ ଅତ୍ୟନ୍ତ…

ଶିକୁଳିରେ ବନ୍ଧା ପଡିଛି ୨୦ ବର୍ଷର ପୁଅ ମନୁର ଜୀବନ

ଉଦଳା (କେନ୍ୟୁଜ) : ପୁଅଟିଏ ଜନ୍ମ ହେଲା ପରେ ବାପା ମାଆ ଭାରି ଖୁସି ହୋଇଯାନ୍ତି। ଏହା ଭାବି ଯେ ବୃଦ୍ଧ କାଳେ ପୁଅ ସାହାରା ହେବ ଆଉ ମଲା ପରେ କାନ୍ଧରେ ମଶାଣୀକୁ ନେବ। କିନ୍ତୁ ଏସବୁ ଭାବନା ସ୍ୱପ୍ନ ହୋଇ ରହିଗଲା ଏହି ବାପା ମାଆଙ୍କ ପାଇଁ। ବିଧିର ବିଧାନ ଆଗରେ ମାଆ ବାପା ଆଜି ବେସାହାରା । ୨୦…