ପର୍ଣ୍ଣୋଗ୍ରାଫି କେସ୍: ରାଜ୍ଙ୍କୁ ଦେଖି ଚିଲ୍ଲାଇଲେ ଶିଳ୍ପା ସେଟ୍ଟୀ, କହିଲେ-ପରିବାରର ନାଁ ମାଟିରେ ମିଶାଇ ଦେଲ
ପର୍ଣ୍ଣୋଗ୍ରାଫି କେସ୍ରେ ଗିରଫ ହୋଇଥିବା ରାଜ୍ କୁନ୍ଦ୍ରାଙ୍କ ସମସ୍ୟା କମିବା ବଦଳରେ ବଢ଼ିବାରେ ଲାଗିଛି। ତାଙ୍କ ହ୍ଵାଟ୍ସଆପ୍, ଫୋନ୍ ଓ ସମସ୍ତ ସାକ୍ଷୀ ପ୍ରମାଣଙ୍କ ବୟାନ ରାଜ୍ଙ୍କ ରାଜ୍ ଖୋଲୁଥିବା ଦେଖିବାକୁ ମିଳିଛି। ଏହି ମାମଲାରେ ଜୁଲାଇ ୨୩ରେ ରାଜ୍ଙ୍କ ପତ୍ନୀ ଅଭିନେତ୍ରୀ ଶିଳ୍ପା…