ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ମାମଲାରେ ନିରବତା ଭାଙ୍ଗିଲେ ଶିଳ୍ପା ସେଟ୍ଟୀ, କହିଲେ ଏମିତି କଥା
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଏବେ ପର୍ଣ୍ଣୋଗ୍ରାଫି ମାମଲାରେ ଜେଲରେ ଅଛନ୍ତି। କିନ୍ତୁ ଏହି ମାମଲାକୁ ଇତି ମଧ୍ୟରେ ସପ୍ତାହରେ ପୂରିଥିଲେ ବି ଶିଳ୍ପା ମୁହଁ ଖୋଳିନଥିଲେ। କିନ୍ତୁ ଏବେ ନିରବତା ଭାଙ୍ଗିଛନ୍ତି ଶିଳ୍ପା। ପ୍ରଥମ ଥର ପାଇଁ ରାଜ୍…