ଏବେ କେବଳ ୧ ଟଙ୍କାରେ ଘରେ ବସି ପୋର୍ଟେବଲ୍ କରିପାରିବେ ମୋବାଇଲ ନମ୍ବର, ଜାଣନ୍ତୁ ନୂଆ ନିୟମ
ନୂଆଦିଲ୍ଲୀ : ପୂର୍ବରୁ ମୋବାଇଲ ନମ୍ବରକୁ ପୋର୍ଟେବଲ କରିବା ପାଇଁ ଲମ୍ବା ପ୍ରୋସେସ ଦେଇ ଯିବାକୁ ପଡ଼ୁଥିଲା । ଏବେ କେନ୍ଦ୍ର ସରକାର ଏଥିପାଇଁ ନୂଆ ସହଜ ନିୟମ ଆଣିଛନ୍ତି । ଯାହାଦ୍ୱାରା ଆପଣ ସହଜରେ ନିଜର ମୋବାଇଲ୍ ନମ୍ବରକୁ ପୋର୍ଟେବଲ କରିପାରିବେ । ପୋର୍ଟେବଲ କରିବା ଅର୍ଥ ଆପଣ ଆପଣଙ୍କ…