Browsing Tag

Post Covid Care

କରୋନାରୁ ସୁସ୍ଥ ହେବା ପରେ ବି ଶରୀର ଉପରେ ରଖନ୍ତୁ ନଜର, ପୋଷ୍ଟ କୋଭିଡ ଲକ୍ଷଣକୁ ଅଣଦେଖା କରିବା ପଡ଼ିପାରେ ଭାରି

କରୋନାରୁ ସୁସ୍ଥ ହେବା ଏକ ଯୁଦ୍ଧ ଜିତିବା ସହ ସମାନ। ଏହି ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ଏବେ ବି ହସ୍ପିଟାଲରେ ଜୀବନ ପାଇଁ ଲଢ଼ୁଛନ୍ତି। ତେବେ କରୋନାରୁ ସୁସ୍ଥ ହେବା ପରେ ବି ଆପଣ ସମ୍ପୂର୍ଣ୍ଣ ବିପଦମୁକ୍ତ ନୁହେଁ। ଯଦି କୌଣସି ପୁରୁଣା ରୋଗ କିମ୍ବା ଅନ୍ୟ ସମସ୍ୟା ଥାଏ, ତେବେ ସୁସ୍ଥ ହେବା…