ପୋଷ୍ଟ ଅଫିସରେ ଝୁଲୁଛି ତାଲା, ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ
ପୋଷ୍ଟ ଅଫିସରେ ଝୁଲୁଛି ତାଲା । ଲୋକମାନେ କୌଣସି କାର୍ଯ୍ୟ ପାଇଁ ପୋଷ୍ଟ ଅଫିସ ଗଲେ ଗେଟରେ ତାଲା ପଡିଥିବାର ଦେଖି ଘରକୁ ଫେରୁଛନ୍ତି । ଏ ହେଉଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ଘୋଷରାମାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶାଖା ପୋଷ୍ଟ ଅଫିସର ଦୃଶ୍ୟ । ଏହି ଶାଖା ପୋଷ୍ଟ…