ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ୍ ! ୧୦ ବର୍ଷରୁ ବଡ ପିଲାଙ୍କର ଖୋଲନ୍ତୁ ଖାତା, ପ୍ରତି ମାସ ମିଳିବ ୨୫୦୦ ଟଙ୍କା
ପୋଷ୍ଟ ଅଫିସ ସ୍କିମ୍ ସେହି ଲୋକଙ୍କ ପାଇଁ ଲାଭଦାୟକ ଯେଉଁମାନେ ଅଳ୍ପ ରିସ୍କରେ ବେଶି ଫାଇଦା ପାଇବାକୁ ଚାହୁଁଛନ୍ତି। ପୋଷ୍ଟ ଅଫିସର MIS (Monthly Income Scheme) ଏକ ଏମିତି ସେଭିଙ୍ଗ ସ୍କିମ୍ ଯେଉଁଥିରେ ଆପଣ ଥରେ ଟଙ୍କା ଲଗାଇ ପ୍ରତି ମାସ ଇଣ୍ଟରେଷ୍ଟ ରୂପେ ଏହାର ଫାଇଦା ନେଇପାରିବେ। ଏହି…