ଏହି ସ୍କିମରେ ମାତ୍ର ଥରେ କରିବାକୁ ହେବ ନିବେଶ, ପ୍ରତି ମାସ ଘରେ ବସି ପାଇବେ ୫୦୦୦ ଟଙ୍କା
ସରକାରୀ ସ୍କିମରେ ନିବେଶ କରିବା ସବୁବେଳେ ପାଇଁ ସୁରକ୍ଷିତ ରହିଥାଏ। ଏଥିରେ ଆପଣଙ୍କୁ ଟଙ୍କା ବୁଡିବାର ଭୟ ରହିଥାଏ ନା ଠକାମିର ଶିକାର ହେବାର। ଲୋକମାନଙ୍କ ପାଇଁ ଏକଦମ୍ ସେଫଟି, ପୋଷ୍ଟ ଅଫିସର ଏହି ସ୍କିମ୍। ପୋଷ୍ଟ ଅଫିସର ଏମିତି ଅନେକ ଯୋଜନା ରହିଛି ଯେଉଁଥିରେ ଆପଣଙ୍କୁ ସୁରକ୍ଷିତ ନିବେଶ…