NCPରେ ଏବେ ପୋଷ୍ଟର ଲଢ଼େଇ, ଶରଦ ପାଓ୍ଵାରଙ୍କୁ ବାହୁବଳୀ ତ ଅଜିତ୍ଙ୍କୁ ଦର୍ଶାଇଲେ କଟ୍ଟପ୍ପା
ମହାରାଷ୍ଟ୍ରରେ ରାଜନୈତିକ ଲଢ଼େଇ ଥମିବାର ନାଁ ନେଉନାହିଁ। ଦିଲ୍ଲୀରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଶରଦ ପାୱାରଙ୍କ ଘର ବାହାରେ ଅନେକ ପୋଷ୍ଟର ଲଗାଯାଇଛି।
ପୋଷ୍ଟରରେ ଫିଲ୍ମ ‘ବାହୁବଳୀ’ର ଦୃଶ୍ୟ ଚିତ୍ରଣ କରାଯାଇଛି। ଯେଉଁ ପାର୍ଶ୍ୱରୁ…