Browsing Tag

postmortem detects cause of death

ପୋଷ୍ଟମର୍ଟମ ରିପୋର୍ଟ କହୁଛି ମୃତ୍ୟୁର କାରଣ, ଜାଣନ୍ତୁ କେମିତି ଜଣାପଡ଼େ

ପ୍ରତିଦିନ ହତ୍ୟା ଓ ଆତ୍ମହତ୍ୟା ଭଳି ଖବର ଆମ ସାମ୍ନାକୁ ଆସୁଛି । ତା ଭିତରୁ ଅଧିକାଂଶ ଅଭିଯୋଗ ହୁଏ ଏ ଘଟଣା ଆତ୍ମହତ୍ୟା ନୁହେଁ ହତ୍ୟା, ତ କିଏ କୁହେ ଏହା ଆତ୍ମହତ୍ୟା । ତେବେ ପୋଲିସ ପହଞ୍ଚି ପ୍ରଥମେ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଏ । ତାପରେ ଜଣାପଡେ ଏହା ହତ୍ୟା କି ଆତ୍ମହତ୍ୟା ।…