Browsing Tag

postmortem

ଚିହ୍ନଟ ନହେଲେ କ’ଣ ହୁଏ ମୃତଦେହ ?

ବାଲେଶ୍ୱରରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାକୁ ନେଇ ଆଜି ବି ସମସ୍ତେ ଦୁଃଖିତ । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଅଧିକ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେଥିମଧ୍ୟରୁ କିଛି ଯାତ୍ରୀଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ବାକି ଚିକିତ୍ସା ଚାଲିଛି। ସବୁଠାରୁ ବଡ ସମସ୍ୟା…

ଶବ ବ୍ୟବଚ୍ଛେଦ କରିବାର ନୂଆ ଟେକନିକ୍‌ ‘ଭର୍ଚୁଆଲ ଅଟୋପ୍ସି’, କେମିତି ହୁଏ ଜାଣନ୍ତୁ..

ସମସ୍ତଙ୍କୁ ହସାଉଥିବା କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ ଆଉ ହସାଇବାକୁ ନାହାନ୍ତି। ୪୨ ଦିନ ପର୍ଯ୍ୟନ୍ତ ଜୀବନ ସହିତ ସଂଘର୍ଷ କରି ଶେଷରେ ଗତକାଲୀ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ରାଜୁଙ୍କୁ ୫୮ ବର୍ଷ ହୋଇଥିଲା। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏହା…

ନାବାଳକ ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, କୌଣସି କ୍ଷତ ଦେହରେ ନଥିବା ସୂଚନା

ଭୁବନେଶ୍ୱର (କେନ୍ୟୁଜ): ନୀଳାଦ୍ରି ବିହାର ନାବାଳକ ଦୈତ୍ୟରାଜ ନାୟକ ମୃତ୍ୟୁ ମାମଲା। ଆସିଲା ପୋଷ୍ଟମର୍ଟମ ରିପୋର୍ଟ। କୌଣସି କ୍ଷତ ଦେହରେ ନଥିବା ସୂଚନା। ଦୈତ୍ୟର ଭିଷେରାକୁ ଷ୍ଟେଟ ଫରେନ୍ସିକ ଲ୍ଯାବକୁ ପଠାଯାଇଛି। ବିଷକ୍ରିୟା ହୋଇଛିକି ନାହିଁ ଏଥିରୁ ଜଣାପଡିବ। ମୃତକର ମୋବାଇଲ ପାସ ୱାର୍ଡ ଲକ…

ବ୍ରିଟିଶ ନିୟମ ଶେଷ କରି ଦେଲେ କେନ୍ଦ୍ର ସରକାର, ଏବେ ୨୪ ଘଣ୍ଟା ହୋଇ ପାରିବ ମୃତଦେହର ପୋଷ୍ଟମର୍ଟମ୍‌; ସାମିଲ ନାହିଁ ଏ…

କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେଠାରୁ ଦେଶର ହସ୍ପିଟାଲଗୁଡ଼ିକରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ମୃତଦେହର ପୋଷ୍ଟମର୍ଟମ୍‌ କରାଯିବ। ତେବେ ସରକାର ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ହସ୍ପିଟାଲଗୁଡ଼ିକରେ ସୂର୍ଯ୍ୟାସ୍ତ ପରେ ଶବ ବ୍ୟବଚ୍ଛେଦ କରିବାକୁ ସୋମବାର ଅନୁମତି ପ୍ରଦାନ କରିଛନ୍ତି।…

ବାଲେଶ୍ୱର ଡାକ୍ତରଖାନାରେ ଶେଷ ହେଲା ହାଇଦରର ପୋଷ୍ଟମର୍ଟମ,ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ

ବାଲେଶ୍ୱର(କେନ୍ୟୁଜ୍): ପୋଲିସ ଏନକାଉଣ୍ଟରରେ ମୃତ ଗ୍ୟାଙ୍ଗଷ୍ଟର ହାଇଦରର ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପୋଷ୍ଟମର୍ଟମ କରାଯାଇଛି। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ଆନନ୍ଦ ସେଠୀ, ଜୁଡିସିଆଲ ମାଜିଷ୍ଟ୍ରେଟ୍‌, ସ୍ୱତନ୍ତ୍ର ଡାକ୍ତରୀ ଦଳ, ପୋଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ…

ଆଜି ହେବ ହାଇଦରର ପୋଷ୍ଟମର୍ଟମ: ମୃତଦେହ ନେବାକୁ ବାଲେଶ୍ୱର ଗଲେ ସ୍ତ୍ରୀ, ଝିଅ ଓ ସମ୍ପର୍କୀୟ

କେନ୍ୟୁଜ୍(ବ୍ୟୁରୋ): କଟକ ଚୌଦ୍ୱାର ଜେଲରୁ ବାରିପଦା ସ୍ଥାନାନ୍ତର ହେଉଥିବାବେଳେ ଗତକାଲି ସିମୁଳିଆ ନିକଟରେ ଖସି ପଳାଇବାବେଳେ ହାଇଦରକୁ ଏନକାଉଣ୍ଟର କରିଥିଲା ପୋଲିସ। ଆଜି ତାର ମୃତଦେହକୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କାରାଯିବ। ମୃତଦେହ ନେବାକୁ ବାଲେଶ୍ୱର ମେଡିକାଲରେ…

ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହ ହେଲା ବ୍ୟବଚ୍ଛେଦ, ଏକ ଘଣ୍ଟା ଧରି ପୋଷ୍ଟମର୍ଟମର ହେଲା ଭିଡିଓଗ୍ରାଫି

କେନ୍ୟୁଜ୍(ବ୍ୟୁରୋ): ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଫରେନସିକ ବିଭାଗ ମୁଖ୍ୟ ଡା. ଏମ କେ ୱାହିଙ୍କ ନେତୃତ୍ୱରେ ତିନିଜଣିଆ ଡାକ୍ତରୀ ଦଳ ପୋଷ୍ଟମର୍ଟମ କରିଛନ୍ତି । ଦିଲ୍ଲୀ ପୋଲିସ ଓ ଉତ୍ତର ପ୍ରଦେଶ ପୋଲିସ ଆବଶ୍ୟକ କାଗଜପତ୍ର କାମ ସଂପୂର୍ଣ୍ଣ କରିବା ପରେ…

ଜାଣିଛନ୍ତି କି ଶବର ପୋଷ୍ଟମର୍ଟମ କେବଳ ଦିନରେ ହିଁ କାହିଁକି କରାଯାଏ ରାତିରେ କାହିଁକି ନୁହେଁ ?

ସାଧାରଣତଃ ଏମିତି ଅନେକ ପ୍ରଶ୍ନ ମନକୁ ଆସିଥାଏ ଯାହାର ଉତ୍ତର ମିଳିବା ଟିକେ ମୁସ୍କିଲ ହୋଇଥାଏ କିନ୍ତୁ ଅସମ୍ଭବ ନୁହେଁ । ଏପରି ଏକ ପ୍ରଶ୍ନ ହେଉଛି ଶବମାନଙ୍କୁ ପୋଷ୍ଟମର୍ଟମ ଦିନରେ କାହିଁକି କରାଯାଇଥାଏ ରାତିରେ କାହିଁକି ନୁହେଁ ? ଏହା ପଛରେ ଥିବା କାରଣ ବୋଧହୁଏ ସମସ୍ତଙ୍କୁ ଜଣାନଥିବ ।…

ଏଇ ଓଡ଼ିଶାରେ : ୧୭ ବର୍ଷ ଚାକିରିରେ ୧୮୦୦୦ ମୃତଦେହକୁ ପୋଷ୍ଟମର୍ଟମ୍‌ କରିଛନ୍ତି ଏହି ବ୍ୟକ୍ତି, ଯାହାଙ୍କ ବିଷୟରେ…

ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ୍‌ରେ ଏଭଳି ଜଣେ ଲୋକ ଅଛନ୍ତି, ଯିଏ ନିଶ୍ଚିତ ଭାବେ ଭିନ୍ନ ଏକ ରେକର୍ଡ଼ କରିଥିବେ । ଅବଶ୍ୟ ଏକଥା କେଉଁ ରେକର୍ଡ଼ ବୁକ୍‌ରେ ଲେଖା ହୋଇ ନାହିଁ କିମ୍ବା ତାଙ୍କୁ ତାଙ୍କର ଏହି କାମ ପାଇଁ କେହି ପୁରସ୍କୃତ କି ସମ୍ମାନିତ କରି ନାହିଁ । ତାଙ୍କୁ ଦେଖିବାକୁ ମିଳେ…

ଆପଣ ଜାଣିଛନ୍ତି କି, କାହିଁକି ରାତିରେ କରାଯାଇ ନଥାଏ ଶବ ବ୍ୟବଚ୍ଛେଦ ?

ମୃତ୍ୟୁ କେତେବେଳେ ଆସିବ ତାହା ସମସ୍ତଙ୍କୁ ଅଜଣା। କେଉଁ ମୂହୂର୍ତ୍ତରେ ମୃତ୍ୟୁ ଆସେ ତାହା କେହି ଜାଣି ନଥାନ୍ତି। କିନ୍ତୁ ଜନ୍ମ ହୋଇଛି ମାନେ ମୃତ୍ୟୁ ନିଶ୍ଚିତ। ଡ଼ାକ୍ତରି ନିୟମ ଅନୁଯାୟୀ ମନୁଷ୍ୟର ଯଦି କୌଣସି ଅସ୍ୱାଭାବିକ ପରିସ୍ଥିତିରେ ମୃତ୍ୟୁ ହୋଇଥାଏ ତେବେ ତାଙ୍କର ଶବକୁ ବ୍ୟବଚ୍ଛେଦ…