Browsing Tag

potato cheela

ପିଲାଙ୍କୁ ପସନ୍ଦ ଆସିବ ସ୍ବାଦିଷ୍ଟ ଆଳୁ ଚିଲ୍ଲା, ଦରକାର ମାତ୍ର ୧ ଚାମଚ ତେଲ

ଆଳୁ ଚିଲ୍ଲା ଖାଇବାକୁ ବେଶ ସ୍ବାଦିଷ୍ଟ। ଏହାକୁ ଆପଣ ମଧ୍ୟ ଚଟାପଟ ବନାଇପାରିବେ। ଆଳୁ ଏମିତି ଏକ ପରିବା ଯାହାକୁ ସବୁଥିରେ କରାଯାଏ। ଏମିତିରେ ଆପଣ ଆଳୁରେ ଚିଲ୍ଲା କରି ସକାଳୁ ଖାଇପାରିବେ। ଆଳୁ ଚିଲ୍ଲାକୁ ଅଧିକ ସ୍ବାଦିଷ୍ଟ କରିବା ପାଇଁ ଗାଜର, କୋବି ଭଳି ପରିବାକୁ ଏକଦମ ଛୋଟ ଛୋଟ କରି ଏଥିରେ…