ପୁଣି ବଢ଼ିଲା ଆଳୁ ରେଟ୍, ତିନି କେଜିକୁ ୭୦ଟଙ୍କା
କଟକ (କେନ୍ଯୁଜ୍): ପୁଣି ବଢ଼ିଲା ଆଳୁ ରେଟ୍ । କଟକ ଛତ୍ର ବଜାରରେ ଆଜି ଆଳୁର ହୋଲସେଲ ଦର ୫୦ କେଜି ବା ପ୍ୟାକେଟ୍ ପିଛା ୮୬୦ଟଙ୍କା ରହିଛି। ଛତ୍ର ବଜାରର ଖୁଚୁରା ବ୍ୟବସାୟୀମାନେ ଆଳୁ ତିନି କେଜିକୁ ୭୦ଟଙ୍କା ଲେଖାଏଁ ବିକ୍ରି କରୁଛନ୍ତି । କିଛି ଦିନ ତଳେ ଆଳୁ ୩କେଜିକୁ ୫୦ ଟଙ୍କା ଥିଲା।…