ରାଜଧାନୀ ଲୋକଙ୍କ ପାଇଁ ସ୍ପେଶାଲ ଅଫର, ୧୦୦ ଟଙ୍କାରେ ମିଳିବ ୩ କେଜି ଆଳୁ
ଭୁବନେଶ୍ୱର : ରାଜ୍ୟରେ ଆଳୁ ଦର କମିବାରେ ନାଁ ଧରୁନି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ । ଏପରିକି ବଜାରରୁ ଏକପ୍ରକାର ଆଳୁ ଉଭାନ ହେଲାଣି । ଆଳୁ ସଙ୍କଟ ବେଳେ ଏବେ ରାଜଧାନୀବାସୀଙ୍କ ପାଇଁ ଖୁସି ଖବର ଆସିଛି । ବର୍ତ୍ତମାନ ୧୦୦ ଟଙ୍କାରେ ପାଇବେ ୩ କିଲୋ ଆଳୁ…