Browsing Tag

poultry farming

ରୋଜଗାର ଦେଉଛି କୁକୁଡା ଚାଷ, ମହିଳା ଆଜି ହୋଇପାରିଛନ୍ତି ସ୍ୱାବଲମ୍ବୀ

ମୋହନା (କେନ୍ୟୁଜ) : ଦିନେ ଚୁଲି ମୁଣ୍ଡରେ ସମୟ ବିତାଉଥିବା ମହିଳା ଆଜି ହୋଇପାରିଛନ୍ତି ସ୍ୱାବଲମ୍ବୀ। ନିଜ ଘରକୁ ଚଳାଇବା ସହ ହୋଇପାରୁଛନ୍ତି ରୋଜଗାରକ୍ଷମ।। ରାଜ୍ଯ ସରକାରଙ୍କ ମିଶନଶକ୍ତି ସେମାନଙ୍କୁ ଗାଁ ଦାଣ୍ଡକୁ ବାହାର କରିଛି। ମିଶନଶକ୍ତିର ସହଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ…