Browsing Tag

poverty

ଅଢେଇ ବର୍ଷ ଶିଶୁ ପୁତ୍ରର ଚିକିତ୍ସା ପାଇଁ ବାପା ମା’ଙ୍କ କରୁଣ ନିବେଦନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସନ୍ତାନ ଖୁସି ହେଲେ ବାପା ମା’ ଖୁସି ହୁଅନ୍ତି । ପ୍ରତ୍ୟେକ ବାପା ମା’ ଚାହାନ୍ତି ତାଙ୍କ ସନ୍ତାନ ସବୁବେଳେ ଭଲରେ ରହୁ । କିନ୍ତୁ ସମୟ ସବୁବେଳେ ଠିକ୍‌ ନଥାଏ । ବେଳେବେଳେ ପରିସ୍ଥିତି ସବୁ ଖୁସି ଛଡ଼ାଇ ନିଏ । ଆମେ ଏଭଳି କହିବାର କାରଣ ବିଜୟଙ୍କ ପୁଅକୁ ହୋଇଛି ବଡ଼ ରୋଗ । ବିଜୟଙ୍କ ପରିବାରର…

ଦାରିଦ୍ର୍ୟ ମୁକ୍ତ ହେଉଛି ଓଡିଶା, ୧୫ ବର୍ଷରେ କୋଟିଏରୁ ଅଧିକ ଓଡିଆ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ

ବହୁମୁଖୀ ଦାରିଦ୍ର୍ୟ ହାର ହ୍ରାସରେ ଓଡିଶାକୁ ବଡ଼ ଉପଲବଧି। ଗତ ୧୫ ବର୍ଷରେ ରାଜ୍ୟର ଏକ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି। ଦାରିଦ୍ର୍ୟ ମୁକାବିଲା ଦ୍ବାରା ସ୍ଥିତି ସୁଧୁରିଥିବା ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ୯ ବର୍ଷ ମଧ୍ୟରେ ଦେଶରେ…

ୟୁକ୍ରେନ ଯୁଦ୍ଧର ଭୟଙ୍କର ପରିଣାମ: ଦାରିଦ୍ର୍ୟରେ ସମ୍ମୁଖୀନ ହେଉଛନ୍ତି ୪୦ ଲକ୍ଷ ପିଲା, ସୂଚନା ଦେଲା ମିଳିତ ଜାତିସଂଘ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ବର୍ତ୍ତମାନ ବିଶ୍ୱ ଏକ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଏହି ସମୟରେ ମିଳିତ ଜାତିସଂଘର ଶିଶୁ ଏଜେନ୍ସି (ୟୁନିସେଫ୍) କହିଛି ଯେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଏବଂ ଏହାର ଅର୍ଥନୈତିକ ଅବନତି ପୂର୍ବ ୟୁରୋପ ଏବଂ ମଧ୍ୟ…

ଗରୁଡ ପୁରାଣ: ମଣିଷକୁ ଦାରିଦ୍ର୍ୟତା ଆଡକୁ ଠେଲିଦିଏ ଏହି ୪ଟି ଅଭ୍ଯାସ, ଆଜି ହିଁ ସୁଧାରନ୍ତୁ

ଗରୁଡ ପୁରାଣ ବୈଷ୍ଣବ ସମ୍ପ୍ରଦାୟ ସମ୍ବନ୍ଧିତ ଏକ ମହାପୁରୁଣା। ଏହା ସନାତନ ଧର୍ମରେ ମୃତ୍ଯୁ ପରେ ସଦ୍ଗତି ପ୍ରଦାନ କରିଥାଏ ବୋଲି କୁହାଯାଏ। ତେଣୁକରି ସନାତନ ହିନ୍ଦୁ ଧର୍ମରେ ମୃତ୍ଯୁ ପରେ ଗରୁଡ ପୁରାଣ ଶୁଣିବାର ନିୟମ ରହିଛି। ଏହି ପୁରାଣର ଅଧିଷ୍ଠାତା ଦେବତା ଭଗବାନ ବିଷ୍ଣୁ ରହିଛନ୍ତି। ତେଣୁ…

ଏହି ୪ଟି କଥାରେ ମାଡ଼ି ଆସିଥାଏ ଦାରିଦ୍ର୍ୟ, ଭୁଲରେ ବି ତାହା କରନ୍ତୁ ନାହିଁ

ଧାର୍ମିକ ଗ୍ରନ୍ଥ ଏବଂ ଶାସ୍ତ୍ରରେ ବର୍ଣ୍ଣିତ ଯେ ସମ୍ପନ୍ନତା ଓ ସୁଖୀ ଜୀବନ ନିଜ କର୍ମ ଏବଂ ଭାଗ୍ୟ ଅନୁସାରେ ମିଳିଥାଏ। ଶାସ୍ତ୍ରରେ ଏହା ବି କୁହାଯାଇଛି କି, ଯଦି କିଛି ଖାସ ଉପାୟ ଆପଣାଯାଏ, ତ ପ୍ରତିକୂଳତା ଅନୁକୂଳତାରେ ବଦଳିଯାଇ ପାରିବ। ଆଜି ଆମେ ଆପଣଙ୍କୁ ବାସ୍ତୁ ଅନୁସାରେ ଏମିତି…

ଦରିଦ୍ରତାର କରୁଣ ଚିତ୍ର, ପଲିଥିନ ତଳେ ବର୍ଷ ବର୍ଷ ଧରି ପଡିରହିଛନ୍ତି ସାରା ପରିବାର

ଆପଣ ଗରିବୀର ଅନେକ ଉଦାହରଣ ଦେଖିଥିବେ ହେଲେ ସ୍ୱାଧିନତାର ୭୩ବର୍ଷ ପରେ ବି ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଛାତ କି ଛପର । ଆମେ କହୁଛୁ ବରଗଡ଼ ଜିଲ୍ଲାର ଏକ ବୁଣାକାର ପରିବାର ର କଥା ଯାହାଙ୍କ ପାଇଁ ପଲିଥିନ ଖଣ୍ଡେ ପାଲଟିଛି ସାହାରା । ଏ ହେଉଛନ୍ତି ଗୋବର୍ଦ୍ଧନ ତାଣ୍ଡି । ବରଗଡ଼ ଜିଲ୍ଲା ସଦର ଥାନା…

ଦାରିଦ୍ର୍ୟର କରୁଣ ପରିଣତି, ତିନି ବର୍ଷ ହେଲା ପାଞ୍ଚ ଫୁଟର ପାଇଖାନାରେ ୫ ପ୍ରାଣୀ କୁଟୁମ୍ବ

ପାଇଖାନା ଟାଙ୍କି ଉପରେ ଭାତହାଣ୍ଡି । ଏହା କେଉଁ ରଙ୍ଗ ଦିଆ କାହାଣୀ ନୁହେଁ କିମ୍ବା କେଉଁ ଉପାନ୍ତ ଅଂଚଳର ଦୃଶ୍ୟ ନୁହେଁ । ଏହା ହେଉଛି ଖୋଦ ରାଜଧାନୀ ଭୁବନେଶ୍ବରର ଦୃଶ୍ୟ । ଯାହା ଦେଖିଲେ ଆପଣଙ୍କ ଭାବନାକୁ ଏକ ଶକ୍ତ ଝଟକା ଲାଗିବ । ସତରେ କଣ ଏମିତି ଅବସ୍ଥାରେ ରାଜଧାନୀରେ ରହୁଛନ୍ତି ମଣିଷ ?…

ଶବଗୃହରେ ନିଜ ଝିଅର ଶବ ରଖି ଖେଳନା ବିକ୍ରି କରିବା ପାଇଁ ଚାଲିଗଲେ ମା, ଜାଣନ୍ତୁ ଏହି ହୃଦୟ ବିଦାରକ ଘଟଣା ପଛର ରହସ୍ୟ

ରାଜସ୍ଥାନ ସ୍ଥିତ ପାଲି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଝିଅର ମୃତ୍ୟୁ ପରେ ତାର ମା ତାକୁ ଶବଗୃହରେ ରଖି ମେଳାରେ ଖେଳନା ଦୋକାନ ଲଗାଇ ଖେଳନା ବିକ୍ରି କରୁଛନ୍ତି । ଆଉ ତା ପରଦିନ ସକାଳୁ ଯାଇ ଝିଅର ଅନ୍ତିମ ସଂସ୍କାର କରୁଛନ୍ତି । ମିଳିଥିବା ଖବର…

ମାଲକାନଗିରି: ଦାରିଦ୍ର‌୍ୟର କଷାଘାତ, ଦୁଇ ପୁଅଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା

 ମାଲକାନଗିରି(କେନ୍ୟୁଜ): ଦାରିଦ୍ର‌୍ୟର କଷାଘାତ। ଦୁଇ ପୁଅଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା। ସାନ ପୁଅର ମୃତ୍ୟୁ ହୋଇଥିବାବେଳେ ବଡ ପୁଅ ଜୀବନ ସହ ସଂଗ୍ରାମ କରୁଛି। ମୃତକ ଦୁଇ ଜଣ ମୁକେ ପଡିଆମୀ ଓ ସାନ ପୁଅ ମୁନା। ଏଭଳି ଦୁଃଖଦ ଘଟଣା ଘଟିଛି କାଲିମେଳା ବ୍ଲକ ତଲେରାଇ ଗାଁରେ। ସୂଚନା ଅନୁଯାୟୀ…

ଭଙ୍ଗା ଦଦରା ଘରେ କଟୁଛି ଜୀବନ, ସରକାରୀ ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ

ଜଗତସିଂହପୁର (କେନ୍ୟୁଜ୍) : ଭଙ୍ଗା ଦଦରା ନୁଆଁଣିଆ ଚାଳ ଘର । କାନ୍ଥରୁ ମାଟି ଖସି ଯାଉଛି । ରହିବାକୁ ଭଲ ଘର ଖଣ୍ଡେ ନାହିଁ । ତାରି ଭିତରେ ଜୀବନ ବିତାଉଛନ୍ତି ଏକ ଅସହାୟ ପରିବାର । ଏ ଦୁଖ ହେଉଛି ଜଗତସିଂହପୁର ଜିଲ୍ଲା ସିଙ୍ଗାରପୁର ପଞ୍ଚାୟତର ନବାପାଟଣା ଗାଁର ରାଜୁ ଦାସଙ୍କର । ପରିବାର…

ଦାରିଦ୍ର‌୍ୟର କଷାଘାତ ଭିତରେ ୪ ଅସହାୟ ପିଲା, ସାହାରା ବୃଦ୍ଧ ଜେଜେବାପା ଓ ଜେଜେମାଆ

ବାଲେଶ୍ୱର : ଦାରିଦ୍ର‌୍ୟର କଷାଘାତ ଭିତରେ ୪ ଅସହାୟ ପିଲା । ସାହାରା କେବଳ ବୃଦ୍ଧ ଜେଜେବାପା ଓ ଜେଜେମାଆ । ପରିଣତ ବୟସରେ ଭିକ ମାଗି ୪ ପିଲାଙ୍କ ମୁହଁରେ ଦାନା ଦେଉଛନ୍ତି । ଓଳିଏ ଖାଇଲେ ଆର ଓଳିକୁ ଉପବାସ ରହିବାକୁ ପଡେ । ବାଲେଶ୍ୱର ସୋର ବ୍ଲକ୍‌ ଅନନ୍ତପୁର ପଂଚାୟତ ପୁରୁଷୋତ୍ତମପୁର…