Browsing Tag

power bank

ପାୱାର ବ୍ୟାଙ୍କରେ ଏହି ୫ଟି ସମସ୍ୟା ଦେଖାଯାଉଥିଲେ ସାବଧାନ, ତୁରନ୍ତ ବନ୍ଦ କରନ୍ତୁ ବ୍ୟବହାର

ପାୱାର ବ୍ୟାଙ୍କ ଆମ ଜୀବନକୁ ବହୁତ ସହଜ କରିଦେଇଛି । ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଚାର୍ଜ କରିବାରେ ଏହା ଆମକୁ ସାହାଯ୍ୟ କରେ । କିନ୍ତୁ ଆପଣ ଜାଣିଛନ୍ତି କି ଏକ ଖରାପ ପାୱାର ବ୍ୟାଙ୍କ ଆପଣଙ୍କ ପାଇଁ ବିପଦ ଆଣିପାରେ । ପାୱାର ବ୍ୟାଙ୍କରେ କିଛି ଲକ୍ଷଣ…

ମିଳିଗଲା ଦମଦାର ଜୁଗାଡ, ଏଣିକି ବିନା ବିଜୁଳିରେ ଚାର୍ଜ ହେବ ସ୍ମାର୍ଟଫୋନ ଓ ଲାପଟପ୍‌

Revolt ଷ୍ଟାଇଲିସ୍‌ ସୋଲାର ପ୍ୟାନେଲ ଯୁକ୍ତ ପାଓ୍ଵାର ବ୍ୟାଙ୍କ (Revolt PB-200.k) କୁ ଲଞ୍ଚ୍‌ କରିଛି । ଏଥିରେ 30,000mAhର ତଗଡା ବ୍ୟାଟେରୀ ରହିଛି । ଅର୍ଥାତ୍‌ ଏହି ଫୋନ୍‌, ଲାପଟପ୍‌ ଏବଂ ଅନକ ଡିଭାଇସେସକୁ ଅନେକ ଥର ଫୁଲ ଚାର୍ଜ କରିପାରେ । ଏହାର ବିଲ୍ଟ-ଇନ୍‌ ସୋଲାର ପ୍ୟାନେଲ କିମ୍ବା…

ବିଜୁଳି କଟିଗଲେ ବି ଆପଣଙ୍କ ସ୍ମାର୍ଟ ଡିଭାଇସ୍‌ ହୋଇପାରିବ ଚାର୍ଜ, ଚାଲିବ ଏକାଥରକେ ୩ ଦିନ

ବିଜୁଳି କଟିଗଲେ ବି ସ୍ମାର୍ଟଫୋନ ଏବେ ହୋଇପାରିବ ଚାର୍ଜ। ସେ ବି ପୂରା ଫୁଲ। ଚାଲିବ ଏକାଥରକେ ୩ ଦିନ। ଆପଣ ଭାବୁଥିବେ ଏହା କେମିତି ସମ୍ଭବ। ବିଜୁଳି ଚାଲିଗଲେ ଫୋନ କେମିତି ଚାର୍ଜ ହୋଇପାରିବ। ଆଜି ଆମେ କହିବୁ ଆପଣଙ୍କୁ ଏହାର ଏକ ଜବରଦସ୍ତ ଫର୍ମୁଲା। ଏଥିପାଇଁ ଆପଣଙ୍କୁ ବେଶି ଟଙ୍କା ମଧ୍ୟ…

ଆସିଗଲା ଶସ୍ତା ସ୍ମାର୍ଟଫୋନ Realme C11, ଫୋନ୍ ସହିତ କମ୍ପାନୀ ଲଞ୍ଚ କଲା ନୂଆ ପାୱରବ୍ୟାଙ୍କ

ରିୟଲମି ଭାରତରେ ନିଜ ନୂଆ ଶସ୍ତା ସ୍ମାର୍ଟଫୋନ୍ ରିୟଲମି C11 ଲଞ୍ଚ କରିଛି। ଫୋନ୍ ସହିତ କମ୍ପାନୀ ନୂଆ ପାୱରବ୍ୟାଙ୍କ ମଧ୍ୟ ଲଞ୍ଚ୍ କରିଛି । ରିୟଲମି C11 ରେ ଦମଦାର୍ ଫିଚର୍ସ ରହିଛି ଯାହାକୁ ବହୁତ ଶସ୍ତାରେ ଗ୍ରାହକ ପାଇପାରିବେ । ଏହି ଫୋନର ଦାମ୍ ମାତ୍ର ୭୪୯୯ ଟଙ୍କା ରହିଛି । ଫୋନର ପ୍ରଥମ…

Xiaomi ଲଞ୍ଚ୍‌ କଲା ରେଡିଓ ପାଓ୍ଵାର ବ୍ୟାଙ୍କ, ମିଳିବ ଏହି ଖାସ୍‌ ଫିଚର

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ‘ଶାଓମୀ’ ବିଶ୍ୱ ସ୍ତରରେ ଏଫ୍‌ଏମ୍‌ ରେଡିଓ ବାଲା ପାଓ୍ଵାର ବ୍ୟାଙ୍କ ଲଞ୍ଚ କରିଛି। ୟୁଜରମାନେ ଏହି ଡିଭାଇସ୍‌ ଦ୍ୱାରା ଫୋନ୍‌ ଚାର୍ଜ କରିବା ସମୟରେ ଗୀତ ମଧ୍ୟ ଶୁଣିପାରିବେ। କମ୍ପାନୀ ଏହି ପାଓ୍ଵାର ବ୍ୟାଙ୍କକୁ ରେଟ୍ରୋ ଷ୍ଟାଇଲ୍‌ ଦେଇଛି। ୟୁଜରମାନଙ୍କୁ…

ପାୱାରବ୍ୟାଙ୍କ୍ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ ! ପଡିପାରନ୍ତି ଏହି ବିପଦରେ

ଫନି ପାଇଁ ବିଜୁଳି ନାହିଁ । ତେଣୁ ଏଭଳି କ୍ଷେତ୍ରରେ ପାଓ୍ଵାରବ୍ୟାଙ୍କର ଚାହିଦା ବଢିଯାଇଛି । ମୋବାଇଲ୍‌ ଚାର୍ଜ କରିବା ପାଇଁ ସମସ୍ତେ ବ୍ୟବହାର କରୁଛନ୍ତି ପାଓ୍ଵାରବ୍ୟାଙ୍କ୍‌ । ତେବେ ପାୱରବ୍ୟାଙ୍କ ଯେତିକି ସୁବଧାଜନକ ସେତିକି ଅସୁବିଧା ମଧ୍ୟ ଉପୁଜାଇଥାଏ । ସାଧାରଣ ଦେଖାଯାଉଥିବା ଏହି…