ଦିଲ୍ଲୀ ଏୟାରପୋର୍ଟରେ ବିଦ୍ୟୁତ୍ କାଟ୍ ; ସିଷ୍ଟମ ଠପ୍, ବିମାନ ଉପରେ ପ୍ରଭାବ, ଯାତ୍ରୀ ହନ୍ତସନ୍ତ
ରାଜଧାନୀ ଦିଲ୍ଲୀରେ ବିଜୁଳି କାଟ୍ ହେବା ଯୋଗୁଁ ସବୁ କାର୍ଯ୍ୟରେ ପ୍ରଭାବ ପଡିଛି । ବିଜୁଳି କାଟ ହେବା ଯୋଗୁଁ ସମସ୍ତ ସିଷ୍ଟମ ଫେଲ ହୋଇଛି । ଏହାର ପ୍ରଭାବ ଘରୋଇ ଏବଂ ଅର୍ନ୍ତରାଷ୍ଟ୍ରୀୟ ବିମାନ ଉପରେ ପଡିଛି । ଫଳରେ ଦିଲ୍ଲୀ ଏୟାରପୋର୍ଟରେ ଥିବା ସମସ୍ତ ଯାତ୍ରୀ ସମସ୍ୟା ଭୋଗିଛନ୍ତି ।…