Odisha News
Browsing Tag

power cut

ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ଗଣିଆରେ ଜନଅସନ୍ତୋଷ

ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ନୟାଗଡ ଜିଲ୍ଲା ଗଣିଆରେ ଅସନ୍ତୋଷ । ଗଣିଆ ବିଦ୍ୟୁତ ଅଫିସରେ ତାଲା ପକାଇଲେ ଆନ୍ଦୋଳନକାରୀ । ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିଲେ ମଧ୍ୟ ଦୁଇଦିନ ହେବ ଗଣିଆ ଅଞ୍ଚଳରେ ବିଦ୍ୟୁତ ନାହିଁ । ଫଳରେ ତାତିରେ ଅସ୍ତବ୍ୟସ୍ତ ହେଉଛନ୍ତି ଜନସାଧାରଣ ।

ବିନା ଘୋଷଣାରେ ଘନଘନ ବିଜୁଳି କାଟ : ଅନୁଧ୍ୟାନ ପାଇଁ ଗୃହ କମିଟି ଗଠନ କରିବ ୪ଟି ସବ୍‌ କମିଟି

ଭୁବନେଶ୍ବର: ବିନା ଘୋଷଣାରେ ଘନଘନ ବିଜୁଳି କାଟ। ରାଜ୍ୟରେ ବିଦ୍ୟୁତ ଉପଭୋକ୍ତଙ୍କ ମଧ୍ୟରେ ଅସନ୍ତୋଷ। ମିଟର ରିଡିଂଠାରୁ ଆରମ୍ଭ କରି ପାଓ୍ଵାର ସପ୍ଲାୟ ଓ ମେଣ୍ଟାନାନ୍ସ ନେଇ ବିଦ୍ୟୁତ ବିଭାଗ ନାଁରେ ପୁଳାପୁଳା ଅଭିଯୋଗ। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ଗୃହ କମିଟି। ଶକ୍ତି କ୍ଷେତ୍ରରେ…